Loading...

ନ୍ୟୁଜ୍

ବିଧାନସଭା ବାଚସ୍ପତି ନିର୍ବାଚନ : ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରମିଳା ମଲ୍ଲିକ

ବିଧାନସଭା ବାଚସ୍ପତି ନିର୍ବାଚନ : ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ପ୍ରମିଳା ମଲ୍ଲିକ

ଓଡ଼ିଶା ବିଧାନସଭା ପାଇଲା ପ୍ରଥମ ମହିଳା ବାଚସ୍ପତି। ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। 

ପ୍ରଥମ ମହିଳା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ

ପ୍ରଥମ ମହିଳା ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜିଠୁ ବିଧାନସଭା ମୌସୁମୀ ଅଧିବେଶନ

ଆଜିଠାରୁ ଆରମ୍ଭ ହେଉଛି ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ । ପ୍ରଥମ ମହିଳା ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ନେତୃତ୍ବରେ ଏହି ଅଧିବେଶନ ଚାଲିବ ।

ଓଡ଼ିଶାକୁ ପୁଣି ବାତ୍ୟା ଭୟ, ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ନେଇ ସୂଚନାଦେଲା ପାଣିପାଗବିଭାଗ

ଓଡ଼ିଶାକୁ ପୁଣି ବାତ୍ୟା ଭୟ, ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ନେଇ ସୂଚନାଦେଲା ପାଣିପାଗବିଭାଗ

ଓଡ଼ିଶାକୁ ପୁଣି ବାତ୍ୟା ଭୟ, ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ନେଇ ସୂଚନାଦେଲା ପାଣିପାଗବିଭାଗ। ଫେରୁଛି ମୌସୁମୀ ।

ଭାରତ - କାନାଡା କୂଟନୈତିକ ବିବାଦ, କାନାଡାରେ ବନ୍ଦ ହେଲା ଭାରତୀୟ ଭିସା ସେବା

ଭାରତ - କାନାଡା କୂଟନୈତିକ ବିବାଦ, କାନାଡାରେ ବନ୍ଦ ହେଲା ଭାରତୀୟ ଭିସା ସେବା

ଆଜିଠାରୁ ଆରମ୍ଭ କରି ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ କାନାଡାରେ ଭାରତୀୟ ଭିସା ସେବା ବାତିଲ କରାଯାଇଥିବା କଥା କାନାଡାସ୍ଥିତ ‘ଇଣ୍ଡିଆ ଭିସା ଆପ୍ଲିକେସନ୍‌ ସେଣ୍ଟର୍‌’ କହିଛି।

ସମ୍ବାଦ ବ୍ୟାଙ୍କ ସ୍କାମ ମାମଲା ମଧ୍ୟରେ ସୌମ୍ୟ ଏବଂ ସୁଧାଂଶୁ ଶେଖର ପରିଡା ବିଜେଡିରୁ ବହିଷ୍କୃତ

ସମ୍ବାଦ ବ୍ୟାଙ୍କ ସ୍କାମ ମାମଲା ମଧ୍ୟରେ ସୌମ୍ୟ ଏବଂ ସୁଧାଂଶୁ ଶେଖର ପରିଡା ବିଜେଡିରୁ ବହିଷ୍କୃତ

ବିଜେଡିରୁ ବହିଷ୍କୃତ ହେଲେ ଦୁଇ ବିଧାୟକ । ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ନିଜେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଦୀର୍ଘ ୧୪ ଦିନପରେ ଚନ୍ଦ୍ରରେ ପହିଲା ରାତି, ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ କାର୍ଯ୍ୟକ୍ଷମ କରିବାକୁ ଇସ୍ରୋର ପ୍ରଚେଷ୍ଟା

ଦୀର୍ଘ ୧୪ ଦିନପରେ ଚନ୍ଦ୍ରରେ ପହିଲା ରାତି, ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ କାର୍ଯ୍ୟକ୍ଷମ କରିବାକୁ ଇସ୍ରୋର ପ୍ରଚେଷ୍ଟା

ଭାରତର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ପାଇଁ ଚନ୍ଦ୍ରରେ ଦୀର୍ଘ ରାତ୍ରି ପହିଛି। ବୁଧବାର ରାତି ପାହିଥିବାବେଳେ ଗୁରୁ କିମ୍ବା ଶୁକ୍ରବାର ସୂର୍ଯ୍ୟଙ୍କ କିରଣ ଚନ୍ଦ୍ରପୃଷ୍ଠରେ ଉପଲବ୍ଧ ହେବ।

ବିଦ୍ୟାଳୟକୁ ଫେରୁନାହାନ୍ତି ଶିକ୍ଷକଶିକ୍ଷୟତ୍ରୀ, ୨୬ରେ ରାଜଧାନୀରେ ମହାସମାବେଶ ପାଇଁ ପ୍ରସ୍ତୁତି

ବିଦ୍ୟାଳୟକୁ ଫେରୁନାହାନ୍ତି ଶିକ୍ଷକଶିକ୍ଷୟତ୍ରୀ, ୨୬ରେ ରାଜଧାନୀରେ ମହାସମାବେଶ ପାଇଁ ପ୍ରସ୍ତୁତି

ସାରା ରାଜ୍ୟର ସ୍କୁଲରେ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଛି। ଅନେକ ସ୍କୁଲରେ ଏବେ ବି ତାଲା ଝୁଲୁଛି। ଆଉ ଯେଉଁ ସ୍କୁଲ ଖୋଲା ରହିଛି ସେଠାରେ ପାଠପଢ଼ା ହେଉ ନାହିଁ।

ବିଧାନସଭାର ନୂଆ ବାଚସ୍ପତି ହେବେ ବରିଷ୍ଠ ବିଜେଡି ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ବିଧାନସଭାର ନୂଆ ବାଚସ୍ପତି ହେବେ ବରିଷ୍ଠ ବିଜେଡି ବିଧାୟିକା ତଥା ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ

ରାଜ୍ୟ ବିଧାନସଭାକୁ ମିଳିବାକୁ ଯାଉଛନ୍ତି ପ୍ରଥମ ମହିଳା ବାଚସ୍ପତି । ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଶାସକ ବିଜେଡି ବାଚସ୍ପତି ପ୍ରାର୍ଥୀ ଭାବେ ଘୋଷଣା କରିଛି ।

>