Loading...

ନ୍ୟୁଜ୍

ଆରପାରିରେ  ୮୦ ଦଶକର ଅଭିନେତା ସମୀର ଖାଖର୍‌

ଆରପାରିରେ ୮୦ ଦଶକର ଅଭିନେତା ସମୀର ଖାଖର୍‌

ବର୍ଷିଆନ୍ ଅଭିନେତା ସମୀର ଖାଖର୍ ଆଉ ନାହାନ୍ତି। ୭୧ ବର୍ଷ ବୟସରେ ତାଙ୍କର ଆଜି ଦେହାନ୍ତ ହୋଇଛି। ଏନେଇ ସମୀରଙ୍କ ଭାଇ ଗଣେଶ ସୂଚନାଦେଇଛନ୍ତି। ବୋରିବାଲିସ୍ଥି ‘ବାଭାଇ ନାକା ଶ୍ମଶାନ’ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ପ୍ରି-ଇନ୍‌ଷ୍ଟଲ୍‌ଡ ଆପ୍‌କୁ ଅନ୍‌ଇନ୍‌ଷ୍ଟଲ୍‌ ବିକଳ୍ପ ବାହାର କରିବେ କମ୍ପାନୀ

ପ୍ରି-ଇନ୍‌ଷ୍ଟଲ୍‌ଡ ଆପ୍‌କୁ ଅନ୍‌ଇନ୍‌ଷ୍ଟଲ୍‌ ବିକଳ୍ପ ବାହାର କରିବେ କମ୍ପାନୀ

ନିରାପତ୍ତା ଦୃଷ୍ଟିରୁ ପ୍ରି-ଇନ୍‌ଷ୍ଟଲ୍‌ଡ ଆପ୍‌କୁ ଅନ୍‌ଇନ୍‌ଷ୍ଟଲ୍‌ ବିକଳ୍ପ ବାହାର କରିବାକୁ ଯାଉଛି କମ୍ପାନୀ। ନିରାପତ୍ତା ଦୃଷ୍ଟିରୁ ସେହି ଆପ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବା ଉପରେ ସରକାର ବିଚାର କରୁଛନ୍ତି।

ଲ୍ୟାଣ୍ଡ ଫର୍ ଜବ୍ ଦୁର୍ନୀତି ମାମଲାରେ ସର୍ତ୍ତମୂଳକ ଜାମିନ ପାଇଲେ ଲଳୁଙ୍କ ପରିବାର

ଲ୍ୟାଣ୍ଡ ଫର୍ ଜବ୍ ଦୁର୍ନୀତି ମାମଲାରେ ସର୍ତ୍ତମୂଳକ ଜାମିନ ପାଇଲେ ଲଳୁଙ୍କ ପରିବାର

ଲ୍ୟାଣ୍ଡ ଫର ଜବ୍ ସ୍କାମ ଅଭିଯୋଗରେ ଆଜି ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ।

ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ବ୍ୟବସ୍ଥା କରୁଛି ଗଣଶିକ୍ଷା ବିଭାଗ।ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ୨୦୨୧-୨୨ ମସିହାରେ ମାଟ୍ରିକ୍‌ ପରୀକ୍ଷା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଫର୍ମ ପୂରଣ କରିଥିଲେ।

ରାଜରାସ୍ତାରେ ଓଡ଼ିଶା ଡ୍ରାଇଭର ମହାସଂଘ

ରାଜରାସ୍ତାରେ ଓଡ଼ିଶା ଡ୍ରାଇଭର ମହାସଂଘ

ଆଜି ସକାଳୁ ୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜଧାନୀ ଭୁ‌ବନେଶ୍ବର ଉପକଣ୍ଡ ତମାଣ୍ଡୋରେ ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି।

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କୋହଲା ପାଗ, ଦୁଇ ଦିନ ଯାଏଁ ପ୍ରବଳ ବର୍ଷିବ

ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କୋହଲା ପାଗ, ଦୁଇ ଦିନ ଯାଏଁ ପ୍ରବଳ ବର୍ଷିବ

ଆଜିଠୁ ରାଜ୍ୟରେ ବଦଳିଯିବ ପାଣିପାଗ । ତାତିରୁ ମିଳିବ ତ୍ରାହି । କାଳବୈଶାଖୀ ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରାରେ ହ୍ରାସ ପାଇବ ।

ସିଲିକନ ଭାଲି ବ୍ୟାଙ୍କ ପରେ ସିଗ୍ନେଚର ବ୍ୟାଙ୍କରେ ତାଲା

ସିଲିକନ ଭାଲି ବ୍ୟାଙ୍କ ପରେ ସିଗ୍ନେଚର ବ୍ୟାଙ୍କରେ ତାଲା

ଆମେରିକାର ବ୍ୟାଙ୍କ ଶିଳ୍ପ ଅତି ଖରାପ ସମୟ ଦେଇ ଗତି କରୁଛି। ସପ୍ତାହକ ଭିତରେ ଦେଶର ଦୁଇଟି ବଡ଼ ବ୍ୟାଙ୍କ ଦେବାଳିଆ ହୋଇଯାଇଛି। ଗତ ଶୁକ୍ରବାର ସିଲିକନ ଭାଲି ବ୍ୟାଙ୍କ ବନ୍ଦ ହୋଇଥିଲା।

ଆସନ୍ତାକାଲି ଷ୍ଟିୟରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ

ଆସନ୍ତାକାଲି ଷ୍ଟିୟରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ

୧୦ଦଫା ଦାବି ନେଇ ଆସନ୍ତାକାଲି ଷ୍ଟିୟରିଂ ଛାଡ ଡାକରା ଦେଇଛି ଓଡିଶା ଡ୍ରାଇଭର ମିଳିତ ମଞ୍ଚ । ଏଭଳି ପରିସ୍ଥିତିରେ ବସ୍ ମାଲିକ ଓ ଡ୍ରାଇଭର ସଂଘ ମୁହାଁମୁହିଁ ହେବାଭଳି ପରିସ୍ଥିତି ଉପୁଜିଛି।

>