ଜଳବାୟୁ ପରିବର୍ତ୍ତନ ଯୋଗୁଁ ବରଫ ଶୂନ୍ୟ ହୋଇଯିବ ଆଣ୍ଟାର୍କଟିକା !
ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଣ୍ଟାର୍କଟିକାର ସ୍ଵାଭାବିକ ତାପମାତ୍ରା ୩୮ ଡିଗ୍ରୀ ସେଲସିୟରୁ ଅଧିକ ରହିଥିଲା। ଏଥିଯୋଗୁଁ ଲସ୍ ଆଞ୍ଜେଲସ ଆକାରର ଏକ ବରଫ ପାହାଡ଼ ତରଳି ଯାଇଥିଲା। ଏହି ଘଟଣା ପଛରେ ଅତ୍ୟଧିକ ତାପମାତ୍ରା ବୃଦ୍ଧିର କ’ଣ କାରଣ ରହିଛି ତାହା ବୈଜ୍ଞାନିକମାନେ ଜାଣିବାକୁ ପ୍ରୟାସ କରୁଛନ୍ତି।