POLITICALS

ବିଦା ହେବେକି ନିରଞ୍ଜନ!!

P

ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ   ଚଳିତ ନିର୍ବାଚନରେ ଦୁଇଟି ଆସନରୁ ପ୍ରତିଦ୍ୱନ୍ଦିତା କରୁଥିଲେ। ଏଥିରେ ସେ ତାଙ୍କର ପାରମ୍ପରିକ ଆସନ ଘଷିପୁରା ସହ ଭଣ୍ଡାରୀପୋଖରୀ   ବିଧାନସଭା ନିର୍ବାଚନମଣ୍ଡଳିରୁ  ମଧ୍ୟ ପ୍ରାର୍ଥୀ ହୋଇଥିଲେ। ହେଲେ ଦୁର୍ଭାଗ୍ୟ ବଶତଃ ସେ ଉକ୍ତ ଦୁଇଟି ଯାକ ଆସନରୁ ହାରିଯାଇଛନ୍ତି। ଘଷିପୁରାରେ ଶାସକ ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର   ଓ ଭଣ୍ଡାରୀପୋଖରୀରେ  ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କଠାରୁ ନିରଞ୍ଜନ  ପରାସ୍ତ ହୋଇଛନ୍ତି ।

ତେବେ ଦଳର ଲଜ୍ୟା ଜନକ ପରାଜୟ ପରେ କଂଗ୍ରେସ କମିଟି ମୁଖିୟା ନିରଞ୍ଜନଙ୍କ ମୁଣ୍ଡ ଉପରେ ଖଣ୍ଡା ଝୁଲୁଚି। ପ୍ରତେକ କୋଣରୁ ନିରଞ୍ଜନଙ୍କ ଉପରକୁ ଆଙ୍ଗୁଳି ଉଠୁଛି, ଏପଟେ ଯଦି ନିରଞ୍ଜନ ନିଜେ ପଦ ତ୍ୟାଗ ନକରନ୍ତି ତେବେ ତାଙ୍କୁ ହଟାଇ ଦେବାକୁ ଦିଲ୍ଲୀରେ ବିଚାର ବିମର୍ଶ ଆରମ୍ଭ ହୋଇସାରିଛି।

ପଢନ୍ତୁ: ଆମେଥିରୁ ହାରିଲେ ୱାଇନାଡ ଆସନରୁ ଜିତିଲେ ରାହୁଲ ଗାନ୍ଧି

Related posts

ଜମ୍ମୁ କଶ୍ମୀରରେ ବିଜେପି ନେତା ଓ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

ENO Beuro

ରାଜନୈତିକ ଦଳର ମହାରଥୀ ହେଉଛନ୍ତି ଓଡିଶା ମୁହାଁ

Ratnamani Moharana

କୁନ୍ଦୁଲି ପୀଡ଼ିତାଙ୍କୁ ନେଇ ରାଜନୀତି,ସିବିଆଇ ତଦନ୍ତ ପାଇଁ ଦାବି କାଲେ ଧର୍ମେନ୍ଦ୍ର

ENO Beuro

1 comment

Leave a Comment