News

ଓଡିଶାରେ ଶାନ୍ତିପୂର୍ଣ ନିର୍ବାଚନ ନେଇ ଓଡ଼ିଶା ପୁଲିସ୍‌ର ସମୀକ୍ଷା ବୈଠକ

ଆସନ୍ତା ମାସରେ ହେବାକୁ ଯାଉଛି ଲୋକସଭା ଓ ବିଧାନସଭା ନିର୍ବାଚନ । ଓଡିଶାରେ ଶାନ୍ତିପୂର୍ଣ ନିର୍ବାଚନ ପାଇଁ ଆସନ୍ତାକାଲି ଓଡ଼ିଶା ପୁଲିସ୍‌ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।  କିପରି ଭାବେ ନିର୍ବାଚନ ପ୍ରଚାର କିମ୍ବା ନିର୍ବାଚନ ଦିନ ଯେପରି କୌଣସି ପ୍ରକାର ବିଶୃଙ୍ଖଳା  ସୃଷ୍ଟି ନହୁଏ ସେ ଦିଗରେ ଆଲୋକପାତ କରଯାଇଥିଲା। ତେବେ ପ୍ରତି ଜିଲ୍ଲାରେ ନିର୍ବାଚନ ଆଚରଣବିଧି କଡ଼ାକଡ଼ି ଭାବେ ଲାଗୁ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ତଥା ସୋଶାଲ ମିଡିଆ ଉପରେ ବିଶେଷ ଗୁରୁତ୍ୱ ଦେବା ପାଇଁ ସମସ୍ତ ଏସ୍‌ପି ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ନିର୍ଦେଶ  ଦିଆଯାଇଛି।

ପ୍ରତି ଜିଲ୍ଲାରେ ନିର୍ବାଚନ ଆଚରଣବିଧି କଡ଼ାକଡ଼ି ଭାବେ ଲାଗୁ କରିବା ଉପରେ ଗୁରୁତ୍ୱ ଦିଆଯିବା ସହ ୨୪ ଘଣ୍ଟିଆ ପୁଲିସ୍‌ କୋଣ୍ଟ୍ରୋଲ ରୁମ୍   ଖୋଲା ରଖିବାକୁ ଡିଜିପି ନିର୍ଦ୍ଦେଶ କହିଛନ୍ତି।
ପଢନ୍ତୁ: ବିଜେଡି ପରେ ଏବେ କଂଗ୍ରେସ ବି ଖେଳିବ ମହିଳା କାର୍ଡ

Related posts

ପ୍ରିୟା ପ୍ରକାଶ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମକୋର୍ଟ

ENO Beuro

ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜଙ୍କ ସହ ନିର୍ବାଚନୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଓଡିଆ ପୁଅ ଅନିଲ

Ratnamani Moharana

କାଠମାଣ୍ଡୁରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା: ୫୦ ମୃତ ଦେହ ଉଦ୍ଧାର

ENO Beuro

Leave a Comment