SPORTS

କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ ପ୍ରଥମ ସଂସ୍କରଣ ଆରମ୍ଭ

ରବିବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ୍ରଗ ର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଛି। ରାଜ୍ୟର ସମୁଦାୟ ୩୨ ଜଣ ପ୍ରମୁଖ ଖେଳାଳିଙ୍କୁ ନେଇ ଏହି ଲିଗ୍‌ର ଆୟୋଜନ କରାଯାଇଛି । ଓଡ଼ିଶା ଟେନିସ୍‌ ସଂଘ ସମ୍ପାଦକ ଆଇଏଏସ୍‌ ମଧୁସୂଦନ ପାଢ଼ୀ, ଏନଟିପିସି ନିର୍ଦେଶକ କୁଳମଣୀ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

ପ୍ରଥମ ଦିବସରେ ହିଁ ଚିନ୍ମୟ ପ୍ରଧାନଙ୍କ ନେତୃତ୍ୱାଧିନ ଖୋର୍ଧା ଓ୍ଵାରିୟର୍ସ ୩-୨ରେ କେନ୍ଦ୍ରାପଡ଼ାକୁ ପରାସ୍ତ କରିଛି। ହେନାମିକା କରିନା ସାହୁଙ୍କୁ ସାଥୀ କରି ଚିନ୍ମୟ ମଧ୍ୟ ମିଶ୍ରିତ ଯୁଗଳ ମୁକାବିଲା ଜିତିଥିଲେ। ଅନ୍ୟମୁକାବିଲାଗୁଡ଼ିକରେ ଭଦ୍ରକ ଭିକ୍ଟର୍ସ ୩-୨ରେ ପୁରୀ ଓ୍ୱେଭର୍ସକୁ, କଟକ କନକ୍ୱେର୍ସ ୩-୨ରେ ସୁନ୍ଦରଗଡ଼ ବୀରାନ୍‌ସକୁ, ଅନୁଗୁଳ ଏସର୍ସ ସମାନ ୩-୨ ବ୍ୟବଧାନରେ ସମ୍ବଲପୁର ସୁଟର୍ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛନ୍ତି।

କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ ପ୍ରଥମ ସଂସ୍କରଣ ଆରମ୍ଭ  କଳିଙ୍ଗ ଷ୍ଟାଡିୟମ୍‌ରେ ଓଡ଼ିଶା ଟେନିସ୍‌ ପ୍ରିମିୟର୍‌ ଲିଗ ପ୍ରଥମ ସଂସ୍କରଣ ଆରମ୍ଭ

ପଢନ୍ତୁ, ନିନ୍ଦନୀୟ ଘଟଣା, ପ୍ରତିଯୋଗିତାକୁ ଆଦୌ ନଯାଇ ପଦକ ଜିତିବାର ମିଥ୍ୟା ବାହାସ୍ଫୋଟ

Related posts

ନିଦାହାସ ଟ୍ରଫି : ଭାରତ – ବାଂଲାଦେଶ ଫାଇନାଲ ମୁକାବିଲା

ENO Beuro

ମହମ୍ମଦ ସାମିଙ୍କ ଅଭିଯୋଗ : ହସିନ ପୂର୍ବରୁ ବିବାହିତା ଥିବା କଥା ଜାଣିନଥିଲେ

ENO Beuro

କୋଲକାତା ନାଇଟ ରାଇଡର୍ସ ୭୧ରନ୍ ରେ ବିଜୟୀ !

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More