EnewsOdia.Com

ଷ୍ଟୁଡ଼ିଓରେ ଗୀତ ଗାଇଲେ ପରିବହନ ମନ୍ତ୍ରୀ

ମନ୍ତ୍ରୀରୁ ସିଙ୍ଗର ହେଲେ ସଡ଼କ ପରିବହନ ମନ୍ତ୍ରୀ ପଦ୍ନନାଭ ବେହେରା। ଷୁଡିଓ ଯାଇ ରେକର୍ଡିଂ କଲେ ନିଜେ ଗାଇଥିବା ଗୀତ। ଷ୍ଟୁଡିଓରେ “ ହେ ମାଧବ, କାନ୍ଦି ସରୁନାହିଁ ଦିନ” ଗୀତ ଗାଇଲା ବେଳେ ଜଗନ୍ନାଥଙ୍କ ଭାବରେ ପୂରା ବୁଡ଼ି ଯାଇଥିଲେ ମନ୍ତ୍ରୀ।ଷୁଡିଓରେ ଟେକ୍ନିସିଆନ୍‌ ତଥା ମ୍ୟାଜିକ୍‌ କ୍ରୁ ମ୍ୟାମ୍ବରଙ୍କୁ କେତେବଳେ ଅନ୍ତରା ଗାଇ ଶୁଣାଉଥିଲେ ତ ଆଉ କେତେବଳେ ମୁଖଡ଼ା।

ମନ୍ତ୍ରୀଙ୍କ ଭିତରେ ବି ଏମିତି ଗୋଟିଏ କଳାକାର ଲୁଚି ରହିଛି ତାହା ହୁଏତ ଓଡିଶାର ଜନତା ଜାଣିନଥିବେ। ତାଙ୍କୁ ସଂଗୀତ ବିଷୟରେ ପଚାରିବାରୁ ସେ କହିଲେ, ସଙ୍ଗୀତକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ବଞ୍ଚି ପାରିବି ନାହିଁ। ମୁଁ ରାଜ ନେତା ଥାଏ କି ନଥାଏ ସଂଗୀତ ମୋର ଜୀବନ ଓ ମୁଁ ସଂଗୀତ ଭିତରେ ରହିବି ବୋଲି ମନ୍ତ୍ରୀ କହିଥିଲେ। ଆହୁରି ଆଗକୁ ଅନେକ କଥା ଅଛି ଆପଣମାନେ ଦେଖିବାକୁ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି। ଏହାପରେ ମନ୍ତ୍ରୀ ତାଙ୍କର କିରୂପ ଦେଖାଇବେ ତାହା ଦେଖିବାକୁ ସମସ୍ତେ ବ୍ୟଗ୍ର।

ପଢନ୍ତୁ: ସ୍ଥାପିତ ହେଲା ଦେଶର ପ୍ରଥମ କିନ୍ନର ବିଶ୍ୱବିଦ୍ୟାଳୟ

ସମ୍ବନ୍ଧିତ ଖବର

୨୮ ତାରିଖରେ ବାତ୍ୟା ନେଇ ସୋସିଆଲ ମିଡିଆରେ ଗୁଜବ

Ratnamani Maharana

ଖୋର୍ଦ୍ଧାରୁ ଲାଇନ କାଟିବା ଆରମ୍ଭ କଲା ସେସୁ

Ratnamani Maharana

ଆଜିଠୁ +୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ

Ratnamani Maharana

୫ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

Ratnamani Maharana

ଏବେ କମ ଖର୍ଚ୍ଚରେ ବିଦେଶ ବୁଲାଇବ ଓଟିଡିସି

Ratnamani Maharana

ପଥର ସନ୍ଧିରୁ ବାହାରୁଛି ଡିଜେଲ୍

Ratnamani Maharana