EnewsOdia.Com

ସାରା ରାଜ୍ୟରେ କୋହଲା ପାଗ

ସାରା ରାଜ୍ୟରେ ଶୀତର ପ୍ରକୋପ ସହିତ କୋହଲା ପାଗ ଜାରି ରହିଛି। ଘନ କୁହୁଡ଼ି, ଶୀତର ଲହରୀ ସାଙ୍ଗକୁ ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। କୁହୁଡ଼ି କାରଣରୁ ରାସ୍ତାରେ ଗମନାଗମନରେ ବାଧା ସୃଷ୍ଟି ହେଉଛି। ବାୟୁମଣ୍ଡଳର ଉପରିଭାଗରେ ଏକ ଟ୍ରପ୍‌ଲାଇନ ସୃଷ୍ଟି ହୋଇଥିବାରୁ ପାଗରେ ପରିବର୍ତ୍ତନ ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଭଳି କୋହଲା ପାଗ ଆହୁରି ୪ ଦିନ ରହିବ ଓ ଆଗକୁ ଆହୁରି ଶୀତ ବଢିବ ବୋଲି ମଧ୍ୟ ଜଣାପଡ଼ିଛି।

୨୮ ତାରିଖରୁ ତାପମାତ୍ରା କମିବା ସହ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରକୋପ ଅଧିକ ରହିବ। ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ପଢନ୍ତୁ:  ଷ୍ଟୁଡ଼ିଓରେ ଗୀତ ଗାଇଲେ ପରିବହନ ମନ୍ତ୍ରୀ

ସମ୍ବନ୍ଧିତ ଖବର

୧୦୮ ଆମ୍ବୁଲାନ୍ସ ସେବାରେ ୩୦୦କୋଟିର ହେର୍ଫେର୍ ଅଭିଯୋଗ

Ratnamani Maharana

ଧାମରା ମୁହାଣରୁ ଧରାହେଲା ବିରଳ ପ୍ରଜାତିର ଦ୍ରୁତଗାମୀ ମାଛ ମାର୍ଲିନ

Ratnamani Maharana

ଆଜିଠୁ ରାଜ୍ୟରେ ଦୁଇ ଦିନ ଧରି ଘଡଘଡି ସହ ବର୍ଷା ସମ୍ଭାବନା

Ratnamani Maharana

ଓଡିଶା ପୋଲିସର ସବୁଠାରୁ ବୁଦ୍ଧିଆ କୁକୁର ‘କାଜଲ’

Ratnamani Maharana

ଓଡ଼ିଶାରେ ବିକ୍ରି ହେଉଛି ୧୦ରୁ ୧୫ ଦିନର ବାସି ଅଣ୍ଡା

Ratnamani Maharana

ସୂର୍ଯ୍ୟପରାଗ ପାଇଁ ଆସନ୍ତା ୨୬ରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Ratnamani Maharana