EnewsOdia.Com

ଲେଉଟିଲା ଶୀତ, ୮ରୁ ପୁଣି ବର୍ଷିବ

କାଲିଠାରୁ ବଦଳିଛି ପାଗ। ବର୍ଷା କମିବାପରେ ଆଜିଠାରୁ ପୁଣି ବଢିଛି ଶୀତ। ଆଜି ସକାଳୁ ସକାଳୁ ଉପକୂଳ ଓଡିଶା ସମେତ ମଧ୍ୟ ଓଡିଶାରେ ଦେଖିବାକୁ ମିଳିଛି ପ୍ରବଳ କୁହୁଡି । ଖୋର୍ଦ୍ଧା ଜିଲ୍ଲାର ବାଙ୍କିରେ କୁହୁଡିର ମାତ୍ରା ଏତେ ଅଧିକ ରହିଛି ଯେ ମୁହଁକୁ ମୁହଁ ଦେଖାଯାଉନି । ରାସ୍ତାରେ ଗାଡି ମୋଟର ଯାଆସ କରିବା ମୁସ୍କିଲ ହୋଇପଡ଼ିଛି ।  ଆଜି ସୋନପୁରସବୁଠାରୁ ଥଣ୍ଡା ସହର ବିବେଚିତ ହୋଇଛି। ଏଠାକାର ସର୍ବନିମ୍ନ ତାପମାତ୍ରା ରହିଛି ୭.୫ ଡିଗ୍ରି ସେଲସିଅସ୍।

୮ରୁ ପୁଣି ବେହାଲ କରିବ ବର୍ଷା

ପୁଣି ବର୍ଷା ହେବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଚରଣ ବେହେରାଙ୍କ ସୂଚନା ଅନୁଯାୟୀ ୮ ଓ ୯ ତାରିଖରେ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ବର୍ଷା ଛାଡ଼ିଯିବା ପରେ ୧୦ ତାରିଖଠାରୁ ପୁଣି ପାରଦ ଖସିବ ଓ ଶୀତ ଅନୁଭୂତ ହେବ।

ପଢନ୍ତୁ: ପୁଣି ଅଶାନ୍ତ ଜେଏନୟୁ କ୍ୟାମ୍ପସ

ସମ୍ବନ୍ଧିତ ଖବର

‘ନିର୍ଭୟା’ ମାମଲା: ଫାଶୀଦଣ୍ଡ ବିରୋଧରେ ଦୋଷୀଙ୍କ ହାତରେ ଆଉ ମାତ୍ର ୭ ଦିନ ସମୟ

Ratnamani Maharana

ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ୪ଜଣ ପ୍ରାର୍ଥୀ

Ratnamani Maharana

ପୁଣି ବଢିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ

Ratnamani Maharana

ଧନତେରସ ପାଇଁ ବଜାରକୁ ଆସିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାଗହଣା

Ratnamani Maharana

ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

Ratnamani Maharana

ଭାରତରେ ଟ୍ରମ୍ପଙ୍କ ଜବରଦସ୍ତ ଫ୍ୟାନ୍‌

Ratnamani Maharana