EnewsOdia.Com

ପୁଣି ଭିଜିବ ଓଡିଶା, ବଢିବ ଜାଡ

ଭିଜାଇବ ବର୍ଷ। ପୁଣି ଜାଡରେ ଥରିବ ଓଡିଶା । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ପାଗ ରହିବ କୋହଲା । କିଛି ସ୍ଥାନରେ ବର୍ଷା ହେବାର ମଧ୍ୟ  ଆକଳନ କରିଛି ପାଣିପାଗ ବିଭାଗ। ବିଶେଷ କରି କେନ୍ଦୁଝର, ମୟୂରଭଞ୍ଜ ସୁନ୍ଦରଗଡ ଓ ଅନୁଗୁଳ କେତେକ ସ୍ଥାନରେ ସ୍ବଳ୍ପ ବର୍ଷାର  ସମ୍ଭାବନା ରହିଛି। ଉତ୍ତର ଓଡିଶାର କିଛି  ସ୍ଥାନ ସମେତ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ଖୋର୍ଧା, ସୋନପୁର ଓ ବୌଦ୍ଧ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ଆସନ୍ତା କାଲି ସୁଦ୍ଧା କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଓ ଖୋର୍ଧା ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁରର କିଛି ସ୍ଥାନରେ ବର୍ଷା ସହ ଘଡଘଡି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ପାଣିପାଗ ବିଭାଗ ୟୋଲ ୱାର୍ଣ୍ଣିଂ ଜାରି କରିଛି। ୩୦  ପରେ କୁହୁଡି ବଢିବାର ଆଶଙ୍କା ରହିଛି। ପୁଣି  ଫେବ୍‌ଆରୀ ୨ ପରେ ଉପକୂଳ  ଓଡିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।

ପଢନ୍ତୁ:  ପ୍ରେମିକଙ୍କ ସହ ଧରାପଡ଼ିଲେ ବିବାହିତା ମହିଳା, ଦୁହିଁଙ୍କ ନାକ କାଟିଦେଲେ ଲୋକ

ସମ୍ବନ୍ଧିତ ଖବର

ସରିଲା ଗୋଲାପ ଦିଆନିଆ, ଆଜି କହିବେ ମନର କଥା

Ratnamani Maharana

ଭାରତବାସୀଙ୍କ ସୁଖସମୃଦ୍ଧି କାମନା କରି ମହାପ୍ରଭୁଙ୍କ ଦର୍ଶନ କଲେ ମମତା

Ratnamani Maharana

ମାନିଲେନି ବିଡିଏର ପାର୍କିଂ ଫି’ ଆଦାୟ ବନ୍ଦ ନିର୍ଦ୍ଦେଶ, ନିର୍ଭୟରେ ଆଦାୟ କଲେ ଫି’

Ratnamani Maharana

ଆସନ୍ତା ୯ ତାରିଖ ଯାଏଁ ବେହାଲ କରିବ ବର୍ଷା

Ratnamani Maharana

୧, ୧୬୦ ଏବଂ ୪୫୦ କିଲୋମିଟର ବାଟ ଚାଲି ରେକର୍ଡ କଲେ ଦୁଇଟି ବାଘ

Ratnamani Maharana

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

Ratnamani Maharana