News

ରାଜ୍ୟରେ ଜାରି ରହିବ କୋହଲା ପାଗ ! କେତେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

Untitled 1

ଜାରି ରହିବ କୋହଲା ପାଗ। ବଡ଼ ବର୍ଷା ନ ଥିଲେ ମଧ୍ୟ ଚଳିତ ସପ୍ତାହରେ ସାରା ରାଜ୍ୟରେ ସ୍ବଳ୍ପ ବର୍ଷା   ଲାଗିରହିବ। ପାଣିପାଗ ବିଭାଗ ପୂର୍ବରୁ ଯେପରି ପୂର୍ବାନୁମାନ କରିଥିଲା ସେଥିରେ ପରିବର୍ତ୍ତନ ଘଟିଛି।  ବଡ଼ ବର୍ଷା ନ ଥିଲେ ମଧ୍ୟ ଚଳିତ ସପ୍ତାହରେ ସାରା ରାଜ୍ୟରେ ସ୍ବଳ୍ପ ବର୍ଷା ଲାଗିରହିବ । ମଙ୍ଗଳବାର ଅର୍ଧାଧିକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।୧୧ ତାରିଖ ବେଳକୁ ବର୍ଷାର ପରିମାଣ ସାମାନ୍ୟ ବଢିବ। ଏହି ସମୟରେ ସମୁଦ୍ର ଅଶାନ୍ତ  ରହୁଥିବାରୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଯିବାବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ଆହୁରି କୁହାଯାଇଛି ଯେ ମଙ୍ଗଳବାର ପୂର୍ବାହ୍ନଠାରୁ ବୁଧବାର ମଧ୍ୟାହ୍ନ ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ, ଦେବଗଡ଼, ଯାଜପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏଥିସହ ଉତ୍ତର ଓଡ଼ିଶା ଓ ଖୋର୍ଧା ଜିଲ୍ଲାର ଗୋଟିଏ ଦୁଇଟି ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହେବାର ସମ୍ଭାବନା ଅଧିକ। ଏଥିପ୍ରତି ଲୋକେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

ପଢନ୍ତୁ: ପୁରୀରେ ବସ ଭିତରେ ଆଦିବାସୀ ନାବାଳିକାକୁ ଦୁଷ୍କର୍ମ

Related posts

ଆଜି ଖୋଲିବ ସବରିମାଳା ମନ୍ଦିର ,ସୁରକ୍ଷା ବ୍ୟବସ୍ଥା କଡାକଡି

ENO Beuro

ଔଷଧ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଉଜବେକିସ୍ତାନ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

ENO Beuro

ଆଜି ବ୍ରହ୍ମପୁରରେ ଆଗୁଆ ଭୋଟ ଦେଲେ ପୋଲିସ କର୍ମଚାରୀ

Ratnamani Moharana

Leave a Comment