News

ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ ତାଲିକାରେ ଓଡ଼ିଶା ବହୁ ପଛରେ

Untitled 1

ସ୍ବଚ୍ଛତା ଦୃଷ୍ଟିରୁ ଓଡ଼ିଶାକୁ ଆହୁରି ଅନେକ ବାଟ ଯିବାକୁ ପଡିବ। ଶତ ପ୍ରତିଶତ ଖୋଲା ମଳ ତ୍ୟାଗ ମୁକ୍ତ ମାନ୍ୟତା ପାଇବାରେ ଏହା ସଫଳ ହୋଇପାରି ନାହି। ଖୋଲାରେ ମଳତ୍ୟାଗ ମୁକ୍ତ ରାଜ୍ୟ ତାଲିକାରେ ଦେଶରେ ତଳ ଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ଗୋଆ ତାଲିକାର ତଳଆଡ଼ୁ ପ୍ରଥମ ସ୍ଥାନରେ ଥିବା ବେଳେ ତା’ଉପରକୁ ରହିଛି ଓଡ଼ିଶା ଗୋଆରେ ମାତ୍ର ୫. ୮୪ ପ୍ରତିଶତ ଲୋକ ଶୌଚାଳୟ ବ୍ୟବହାର କରୁଥିବା ବେଳେ ଓଡ଼ିଶାରେ ଏହା ୪୫.୩୬ ପ୍ରତିଶତ ।

ଦେଶର ବହୁ ରାଜ୍ୟ ଖୋଲାରେ ମଳତ୍ୟାଗ ମୁକ୍ତ ଭାବେ ପୂର୍ଣ୍ଣ ସଫଳତା ପାଇଥିବା ବେଳେ, ଓଡ଼ିଶା ପଡ଼ୋଶୀ ରାଜ୍ୟମାନଙ୍କଠୁ  ବହୁ ପଛରେ ପଡିଛି। ଏହା ରାଜ୍ୟରେ ସ୍ୱଚ୍ଛ ଭାରତ ମିଶନର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ ବିଚାରଧୀନ ଅପରାଧ ମାମଲା କ୍ଷେତ୍ରରେ ଓଡ଼ିଶା ଶୀର୍ଷରେ ରହିଛି।

ପଢନ୍ତୁ: ଶରଧାବାଲିରେ ୩ରଥ: ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଡ଼ପ ମଣ୍ଡପ ବିଜେ

Related posts

ଅଣସର ପିଣ୍ଡିରେ ଶ୍ରୀଜିଉ, ଶ୍ରୀଅଙ୍ଗରେ ଆଜି ଲାଗି ହେବ ଫୁଲୁରୀ ତେଲ

Ratnamani Moharana

ଆଇସିଜେରେ ଭାରତର ବୃହତ୍ତ ବିଜୟ: କୁଳଭୂଷଣଙ୍କୁ ଫାଶୀ ଦେଇପାରିବନି ପାକିସ୍ତାନ

Ratnamani Moharana

ଜାତୀୟ ପୁଲିସ ସ୍ମାରକୀକୁ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

ENO Beuro

Leave a Comment