News

ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜଙ୍କ ସହ ନିର୍ବାଚନୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ଓଡିଆ ପୁଅ ଅନିଲ

ବେଙ୍ଗାଲୁରୁରେ ନିର୍ବାଚନ ଲଢ଼ୁଛନ୍ତି ଓଡ଼ିଆ ପୁଅ ଅନୀଲ

ପାଖେଇ ଆସୁଛି ନିର୍ବାଚନ। ନିର୍ବାଚନ ଲାଗି ଦଳଙ୍କର ଚାଲିଛି ଯୋଗ୍ୟ ପ୍ରାର୍ଥୀ  ଖୋଜା। ତେବେ ଏହି ଖୋଜା ଭିତରେ ବାଙ୍ଗାଲୁର   ଭଳି ନିର୍ବାଚନ ଜାଗାରେ ପ୍ରାର୍ଥୀ ଭାବେ ଟିକେଟ ପାଇଛନ୍ତି ଓଡିଆ ପୁଅ । କୋରାପୁଟ ଜିଲ୍ଲା ଜୟପୁରର ଯୁବକ ରେପାର୍ତ୍ତି ଅନୀଲ  କୁମାର ଲଢିବେ ନିର୍ବାଚନ। ଜୟପୁର ସହରର ବେଲରୋଡରେ ତାଙ୍କ ଘର। ଗତ ୪ବର୍ଷ ହେଲା ସେ ବେଙ୍ଗାଲୁରୁରେ ପତ୍ନୀଙ୍କ ସହ ରହୁଛନ୍ତି। ଏବେ ସେ ରେପାର୍ତ୍ତି କନସାଲଟାନସି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ  ଅଛନ୍ତି।

ତେବେ ସେ ବେଙ୍ଗାଲୁରୁ ସେଣ୍ଟ୍ରାଲରୁ ସ୍ୱାଧୀନ ପ୍ରାର୍ଥୀ  ଭାବେ ନିର୍ବାଚନ ଲଢ଼ୁଛନ୍ତି। ଏଥିପାଇଁ ନାମାଙ୍କନ ଭରିସାରିଥିବା ବେଳେ ନିର୍ବାଚନକୁ ନେଇ ପ୍ରଚାର ମଧ୍ୟ ଜୋରସୋରରେ ଆରମ୍ଭ କରିଦେଇଛନ୍ତି। ସ୍ୱାଧୀନ ଭାବେ ଅନୀଲଙ୍କ ପ୍ରତିଦ୍ୱନ୍ଦ୍ୱୀ ହୋଇଛନ୍ତି ଜଣାଶୁଣା ଦକ୍ଷିଣ ଭାରତ ଚଳଚ୍ଚିତ୍ର ଅଭିନେତା ପ୍ରକାଶ ରାଜ୍ 
ପଢନ୍ତୁ: ପ୍ରକାଶ ପାଇଲା ଶେଷ ପର୍ଯ୍ୟାୟ ଭୋଟ ବିଜ୍ଞପ୍ତି: ୬ ଲୋକସଭା, ୪୨ ବିଧାନସଭା ଆସନରେ ହେବ ଭୋଟ

Related posts

ଚନ୍ଦା କୋଚ୍ଚର ବହିଷ୍କୃତ , ରିପୋର୍ଟ ଦେଲା ଶ୍ରୀକ୍ରୀଷ୍ଣା କମିଟି

ENO Beuro

ଇସ୍ରୋ ଯିବେ ଓଡିଶାର ୨୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀ

Ratnamani Moharana

ଆଜି ଓଡ଼ିଶା ଆସିବେ ନୂଆ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ !

ENO Beuro

Leave a Comment