Movies

ଓଡିଶାର ପ୍ରଥମ ଓଡ଼ିଆ ବାୟୋପିକ୍ ସିନେମା “ଭାଇ”ର ଶୁଭ ମୁହୁରତ

imagee

ଓଡିଶାରେ ନିର୍ମାଣହେବାକୁ ଯାଉଛି  ପ୍ରଥମ ବାୟୋପିକ ସିନେମା। ଇଂରାଜୀ ହିନ୍ଦୀ ସିନେମାରେ ତ ବୟୋପିକ  ସିନେମା ଆପଣ ଦେଖିଥିବେ ଏବେ ଓଡିଆରେ ମଧ୍ୟ ପ୍ରଥମଥର ପାଇଁ ହେବାକୁ ଯାଉଛି ବାୟୋପିକ ସିନେମା ଯାହାର ନାମ ରଖାଯାଇଛି ”ଭାଇ”

ଏହି ସିନେମା ଜଣେ ସଫଳ ଯୁବ ବ୍ୟବସାୟୀଙ୍କ ଜୀବନ କାହାଣୀ ଉପରେ ଆଧାରିତ ହେବାକୁ ଯାଉଛି। ସେ ସଫଳଯୁବ ବ୍ୟବସାୟୀ ହେଉଛନ୍ତି ବାଲେଶ୍ୱର ଲକ୍ଷ୍ମଣଖୁଣ୍ଟା ଗାଁର ଅବଦୁଲ ଆମାନି ଖାନ। ତାଙ୍କ ଜୀବନର କିଛି ସଙ୍ଘର୍ଷମୟ ଘଟଣାକୁ ନେଇ ଏହି ଫିଲ୍ମଟି ନିର୍ମିତ ହେବାକୁ ଯାଉଛି। ବାଲେଶ୍ୱର ଜିଲ୍ଲାର ଲକ୍ଷ୍ମଣଖୁଣ୍ଟାରେ ନିକଟରେ ଏହି ସିନେମାର ଶୁଭ ମହୁରତ ଅନୁଷ୍ଠିତ ହୋଇଛି।
ପଢନ୍ତୁ;ଘିକୁଆଁରୀର ରହିଛି ବହୁ ଔଷଧୀୟ ଗୁଣ: ଘିକୁଆଁରୀର ବ୍ୟବହାର

Related posts

Banichitra Awards 2016 Special Interview Of Prafulla Ghadei HD Video

ENO Beuro

ଜାପାନରେ ବର୍ଷା ଆଣିଲା ବନ୍ୟା, ୧୦୪ ମୃତ ଏବଂ ୫୦ରୁ ଅଧିକ ନିଖୋଜ

ENO Beuro

Tu Kahibu Na Mun odia movie Premier Show Sriya Complex

Jitendra

Leave a Comment