ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଓଲା, ଉବେର ଓ ରାପିଡୋ ସେବାକୁ ବଡ଼ ଝଟକା । କର୍ଣ୍ଣାଟକରେ ବ୍ୟାନ ହେଲା ଏହି ୩ ଆପ୍ ଆଧାରିତ କମ୍ପାନୀ । ବାରମ୍ବାର ଅଭିଯୋଗ ଆସିବା ପରେ ସରକାର ଏହି ଘୋଷଣା କରିଛନ୍ତି ।
ଓଲା, ଉବେର ଓ ରାପିଡୋ ସେବାକୁ ବଡ଼ ଝଟକା । କର୍ଣ୍ଣାଟକରେ ବ୍ୟାନ ହେଲା ଏହି ୩ ଆପ୍ ଆଧାରିତ କମ୍ପାନୀ । ବାରମ୍ବାର ଅଭିଯୋଗ ଆସିବା ପରେ ସରକାର ଏହି ଘୋଷଣା କରିଛନ୍ତି । ୩ ଦିନ ମଧ୍ୟରେ ରାଜ୍ୟରେ ସେବା ବନ୍ଦ କରିବାକୁ କମ୍ପାନୀ ଗୁଡ଼ିକ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ ନିଷ୍ବତ୍ତି ପରେ ପରିବହନ ବିଭାଗ ଏହି ତିନି କେବ୍ ସର୍ଭିସ ଦେଉଥିବା କମ୍ପାନୀଙ୍କ ପାଖକୁ ନୋଟିସ୍ ପଠା ଯାଇଛି । ଏଥିରେ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ଅଟୋ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରିପୋର୍ଟ ଅନୁସାରେ, କର୍ଣ୍ଣାଟକରେ ଓଲା, ଉବେର ଓ ରାପିଡୋରେ ଯାତ୍ରା କରୁଥିବା ଲୋକେ ସରକାରଙ୍କ ପାଖରେ ଅଭିଯୋଗ କରିଥିଲେଯେ, ଦୁଇ କିମିରୁ କମ ସ୍ଥାନକୁ ଯାତ୍ରା କଲେ ବି କମ୍ପାନୀ ସର୍ବନିମ୍ନ ୧୦୦ ଟଙ୍କା ଭଡ଼ା ନେଉଛି । ହେଲେ ସରକାରୀ ନିୟମ ଅନୁସାରେ ପ୍ରଥମ ୨ କିମି ଯାତ୍ରା ପାଇଁ ୩୦ ଓ ତା’ରେ ପ୍ରତି କିମିକୁ ୧୫ ଟଙ୍କା ହିସାବରେ ଭଡ଼ା ନେବାର ନିୟମ ରହିଛି । ଯାହାକୁ ଏହି ତିନି ଅଟୋ ସେବା ଯୋଗାଉଥିବା କମ୍ପାନୀ ଖୋଲାଖୋଲି ଉଲ୍ଲଂଘନ କରି ଯାତ୍ରୀଙ୍କଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି । ସେପଟେ ଆଦେଶ ଅମାନ୍ୟ କଲେ କମ୍ପାନୀ ଓ ଗାଡ଼ି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।