News

ଏଣିକି ଦେଶରେ ଆଉ ଚଳିବନି ପୁରୁଣା ଡ୍ରାଇଭିଂ ଲାଇସେନ୍ସ

dl

ଡ୍ରାଇଭିଂ ଲାଇସେନ୍ସ ରେ ଖୁବ୍‌ଶୀଘ୍ର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଏଣିକି ପୁରୁଣା ଡ୍ରାଇଭିଂ ଲାଇସେନ୍ସ ଆଉ ଚଳିବନି। ସରକାରଙ୍କ ତରଫରୁ ଏପରି ନିର୍ଦ୍ଦେଶ ଜାରି କରାଯାଇଛି।

dl

ସୂଚନା ଅନୁଯାୟୀ, ସରକାର ବର୍ତ୍ତମାନ ବ୍ୟବହାର କରାଯାଉଥିବା ନାମିନେଡେଟ୍ ଡ୍ରାଇଭିଂ ଲାଇସେନ୍ସର ବ୍ୟବହାର ବନ୍ଦ କରିବାକୁ ଯାଉଛନ୍ତି । କାରଣ ନୂଆ ଡ୍ରାଇଭିଂ ଲାଇସେନ୍ସରେ ଏକ କ୍ୟୁଆର କୋଡ ଛପାଯିବ । ଯେଉଁଥିରେ ଉଭୟ ଗାଡି ଓ ଲାଇସେନ୍ସଧାରୀଙ୍କର ସୂଚନା ରହିବା ସହିତ ପ୍ରଦ୍ୟୁଷଣ ଏବଂ ଇନସ୍ୟୁରାନ୍ସର ସମସ୍ତ ଅପଡେଟ ଡିଟେଲ ମଧ୍ୟ ରହିବ।

ଉଲ୍ଲେଖଯୋଗ୍ୟ , ମନ୍ତ୍ରାଳୟ ତରଫରୁ ଗତ ୧୯ ତାରିଖକୁ ନୋଟିଫିକେସନ ଜାରି କରି ଅବଗତ କରାଯାଇଥିଲା କି, କେନ୍ଦ୍ରୀୟ ମୋଟର ହ୍ୱିଲର ଆକ୍ଟର ନିୟମ ୧୩୯ରେ କରାଯାଇଥିବା ସଂଶୋଧନ ଆଧାରରେ ଗାଡି ସହ ଜଡିତ ସମସ୍ତ ଦସ୍ତାବିଜର ଇଲେକ୍ଟ୍ରୋନିକ କପି, ତେଣୁ ଟ୍ରାଫିକ ପୁଲିସ କୌଣସି ପ୍ରକାରରର ଚାଲାଣ କାଟି ପାରିବେ ନାହିଁ ।

ପଢନ୍ତୁ; ମୋଦୀଙ୍କୁ ସାର୍କ ସମ୍ମିଳନୀ ପାଇଁ ନିମନ୍ତ୍ରଣ କରିବ ପାକିସ୍ଥାନ

Related posts

ଆଉ ୯ଟି ସହର ସାମିଲ ହେଲା ସ୍ମାର୍ଟ ସିଟି ତାଲିକାରେ

ENO Beuro

ମେ ସୁଦ୍ଧା ବଜାରକୁ ଆସିବ ନୂଆ ୨୦ ଟଙ୍କିଆ ମୁଦ୍ରା

Ratnamani Moharana

ଘୁଞ୍ଚିଲା ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା,ଜାନୁଆରି ୨୯ରୁ ଫେବ୍ରୁଆରି ୮ ପର୍ଯ୍ୟନ୍ତ

ENO Beuro

Leave a Comment