ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ପୁରୀର ପେଣ୍ଠକଟା ବେଳାଭୂମିରେ ଦେଖିବାକୁ ମିଳୁଛନ୍ତି ଅଲିଭ ରିଡଲେ କଇଁଛ। କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ବହୁ ସଂଖ୍ଯାରେ ଅଲିଭ ରିଡଲେ କଇଁଛ ପେଣ୍ଠକଟା ବେଳାଭୂମି ଅଣ୍ଡାଦାନ କରୁଥିବାର ଦେଖାଯାଉଛି।
ପୁରୀର ପେଣ୍ଠକଟା ବେଳାଭୂମିରେ ଦେଖିବାକୁ ମିଳୁଛନ୍ତି ଅଲିଭ ରିଡଲେ କଇଁଛ। କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେଉଥିବାବେଳେ ବହୁ ସଂଖ୍ଯାରେ ଅଲିଭ ରିଡଲେ କଇଁଛ ପେଣ୍ଠକଟା ବେଳାଭୂମି ଅଣ୍ଡାଦାନ କରୁଥିବାର ଦେଖାଯାଉଛି। ଖବର ପାଇ ବନ ବିଭାଗ କର୍ମଚାରୀ ଅଣ୍ଡାକୁ ଉଦ୍ଧାର କରି ଏହାକୁ ନୁଆ ନଈ ହାଚେରିରେ ରଖାଯାଇଛି ।
ସୂଚନାଯୋଗ୍ୟ, ନଭେମ୍ବରରୁ ମେ ମାସ ଶେଷ ଯାଏଁ ସମୁଦ୍ରର ନିର୍ଦ୍ଦିଷ୍ଟ ଅଞ୍ଚଳର ଟ୍ରଲର ଯୋଗେ ମାଛମରା ନିଷିଦ୍ଧ ଥାଏ । ହେଲେ ଏହାକୁ ଖୁଲମଖୁଲା ଉଲଘଂନ କରାଯାଉଛି । ବନ ବିଭାଗ ଓ ମେରାଇନ ଫିସରି ବିଭାଗ ପକ୍ଷରୁ ଉପଯୁକ୍ତ ପାଟ୍ରୋଲିଂ ହେଉ ନଥିବା ବେଳେ ଟ୍ରଲର ମାଲିକଙ୍କ ଠାରୁ ବିପୁଳ ଅର୍ଥ ନେଇ ଚୁପ୍ ବସିବା ଅଲିଭ ରିଡ଼ଲେ ପାଇଁ ପୁରୀ ଉପକୂଳ ଏବେ ମୃତ୍ୟୁର ଯନ୍ତା ହୋଇଛି । ଏଣୁ ପ୍ରକୃତିର ଏହି ସୁନ୍ଦର ଜୀବର ସୁରକ୍ଷା ପାଇଁ ସମସ୍ତେ ସଚେତନ ନହେଲେ ଅଲିଭ ରିଡଲେ ବିଲୋପ ହୋଇଯିବ ବୋଲି ପରିବେଶ ପ୍ରେମୀ ଓ ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।