Entertainment

ସାବିତ୍ରୀରେ ଅଭିନେତା ଶ୍ରୀତମଙ୍କୁ ପତ୍ନୀଙ୍କ ହେଲମେଟ୍ ଉପହାର !

ସାବିତ୍ରୀ ବ୍ରତରେ ହେଲମେଟ ଉପହାର

ସାବିତ୍ରୀ ଅମାବାସ୍ୟାରେ ସ୍ତ୍ରୀ ମାନେ ସ୍ଵାମୀମାନଙ୍କୁ ଶୁଭମନାସି ସୁରକ୍ଷା ଲାଗି ବ୍ରତ ରଖିଥାଆନ୍ତି । ଉପବାସ ରହି ଏହି ବ୍ରତ ପାଳନ କରନ୍ତି ସ୍ଵାମୀମାନଙ୍କ ଦୀର୍ଘ ନିରାମୟ ଜୀବନ କାମନା କରି । ସାବିତ୍ରୀ ବ୍ରତ ଦିନ ସଧବା ନାରୀମାନେ ସ୍ୱାମୀଙ୍କ ମଙ୍ଗଳକାମନା କରି ବ୍ରତ ଏବଂ ଉପବାସ କରିଥାନ୍ତି । କିନ୍ତୁ ଓଲିଉଡ଼ ଅଭିନେତା ଶ୍ରୀତମଙ୍କ ପତ୍ନୀ ପୁନମ୍‌ ସାବିତ୍ରୀ ବ୍ରତ କିଛି ନିଆରା ଢ଼ଙ୍ଗରେ ପାଳିଛନ୍ତି ।

ଗାଡ଼ି ଚଲାଇଲା ବେଳେ ହେଲମେଟ ବ୍ୟବହାର କରିବା ଅତ୍ୟନ୍ତ ଜରୁରୀ ଅଟେ । ଅଭିନେତାଙ୍କ ପତ୍ନୀ ହୋଇଥିଲେ ମଧ୍ୟ ସମାଜକୁ କିଛି ବାର୍ତ୍ତା ଦେବା ପାଇଁ ସ୍ୱାମୀଙ୍କୁ ହେଲମେଟ ଉପହାର ଦେଇଛନ୍ତି । ଗାଡ଼ି ଚଳାଇବା ବେଳେ ହେଲମେଟ ବ୍ୟବହାର କରିବାକୁ ସେ ସ୍ୱାମୀଙ୍କୁ କହିଛନ୍ତି । ଶ୍ରୀତମ ସମସ୍ତ ନାରୀମାନଙ୍କୁ ସାବିତ୍ରୀ ଅମାବାସ୍ୟାରେ ନିଜ ସ୍ୱାମୀଙ୍କୁ ହେଲମେଟ ଉପହାର ଦେବାକୁ କହିଛନ୍ତି । ଗାଡ଼ି ଚଲାଇବା ବେଳେ ହେଲମେଟ ବ୍ୟବହାର କରିବାକୁ ଶ୍ରୀତମ ଦେଶବାସୀଙ୍କୁ କହିଛନ୍ତି ।

ସାବିତ୍ରୀରେ ଅଭିନେତା ଶ୍ରୀତମଙ୍କୁ ପତ୍ନୀଙ୍କ ହେଲମେଟ୍ ଉପହାର ! sritam

ପଢନ୍ତୁ ;

ରକ୍ତ ସମ୍ୱନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ “ଖଜୁରୀ”,ଜାଣନ୍ତୁ ଏହାକୁ ପ୍ରତିଦିନ ଖାଇବା ଦ୍ଵାରା କେଉଁ ସମସ୍ୟା ଦୂର ହୋଇଥାଏ

Related posts

ନୂଆ ଓଡିଆ ସିନେମା ପ୍ରେମ ପାଇଁ ମହାଭାରତ !

Krishna Kumar Manoj

ଚର୍ଚ୍ଚାରେ ଓଲିଉଡ ଡିଭା ଅର୍ଚ୍ଚିତା,ବାଙ୍ଗାଲୁରୁ ଫ୍ୟାଶନ ୱିକ ରାମ୍ପରେ ଦେଖାଇଲେ ଜଲୱା

Krishna Kumar Manoj

ଖୁବ ଶୀଘ୍ର ବିଭାହ ବନ୍ଧନରେ ଆବଦ୍ଧ ହେବେ ବରୁଣ ଧୱନ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More