POLITICALS

ଇଭିଏମ୍‌ ମେସିନରେ କଂଗ୍ରେସ ବଟନ୍‌ କାମ କରୁନି: ଓମର ଅବଦୁଲ୍ଲା

ଆଜିଠାରୁ ଆରମ୍ଭ ହେଉଛି ମତଦାନ  ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ। ତେବେ ବହୁ ସ୍ଥାନରେ ଇଭିଏମ ମେସିନ କମ କରୁନି ବୋଲି ଅଭିଯୋଗ ଆସିଥିଲା। ମାତ୍ର ଏବେ ଆସିଛି ଏକ ସଙ୍ଗିନ ଅଭିଯୋଗ। ଯାହା ଆଣିଛନ୍ତି ଖୋଦ ନେସନାଲ କନଫରେନସ୍‌ ନେତା ଓମର ଅବଦୁଲ୍ଲା

ଓମାର ଅବଦୁଳା ନିଜ ଟୁଇଟରରେ ଉଲ୍ଲେଖ କରିଛନ୍ତି ଯେ ଜମ୍ମୁ-କଶ୍ମୀର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେତେକ ବୁଥରେ ଥିବା ଇଭିଏମ୍‌ ମେସିନରେ କଂଗ୍ରେସ ବଟନ୍‌ କାମ କରୁନାହିଁ। ବିଶେଷ କରି ପୁଞ୍ଚ ଜିଲ୍ଲାର କେତେକ ବୁଥ୍‌ରେ ଏହା ପରିଲକ୍ଷିତ ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏସଂପର୍କରେ ଶାହପୁର ପୋଲିଂ ଅଧିକାରୀ  କହିଛନ୍ତି ଯେ ଏ ବିଷୟରେ ଜିଲ୍ଲା ପ୍ରଶାସନକୁ ଅବଗତ କରାଯାଇଛି।
ପଢନ୍ତୁ: ଆଜି ୨୦ଟି ରାଜ୍ୟର ୯୧ ଲୋକସଭା ଆସନ ପାଇଁ ହେଉଛି ମତଦାନ

Related posts

ଉପ ନିର୍ବାଚନ : କଂଗ୍ରେସ ପୋଛିନେଲା ୩ଟି ଯାକ ଆସନ , ସଫା ହେଲା ବିଜେପି

ENO Beuro

ଆଜି ପୁରୀରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

ଧର୍ମେନ୍ଦ୍ରଙ୍କ ବିଜେଡ଼ିକୁ ଟାର୍ଗେଟ: ଲଙ୍କାରେ ହରିଶବ୍ଦ ଯାହା ବିଜେଡିର ମହିଳା ସଶକ୍ତିକରଣ ତାହା

Ratnamani Moharana

Leave a Comment