News

ବଢିବ ଓମଫେଡ୍ କ୍ଷୀର ଦର !

Arun 750x430

ଉଭୟ ଚାଷୀ ଓ ଖାଉଟିଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ ।

ବଢିପାରେ ଓମଫେଡ୍ କ୍ଷୀର ଦର । ଉଭୟ ଚାଷୀ ଓ ଖାଉଟିଙ୍କୁ ସୁହାଇଲା ଭଳି ଦର ନିର୍ଦ୍ଧାରଣ କରାଯିବ । ଘରୋଇ ଦୁଗ୍ଧ ସଂସ୍ଥା ପୂର୍ବରୁ ଦରବୃଦ୍ଧି କରିସାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ

ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି, ଗୋପାଳନ କ୍ଷେତ୍ରରେ ଚାଷୀକୂଳଙ୍କୁ କେଉଁଭଳି ଭାବେ ଶିକ୍ଷା ଦେଲେ, ସେମାନେ ଅଧିକରୁ ଅଧିକ ମନୋନିବେଶ କରିବେ, ଗୋପାଳନ କ୍ଷେତ୍ରରେ ଯତ୍ନବାନ ହେବେ ଏବଂ କମ୍ ଖର୍ଚ୍ଚରେ କିଭଳି ଅଧିକ ଦୁଗ୍ଧ ଉତ୍ପାଦନ ହେବ, ସେନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଆଉ ଏଥିରେ ଚାଷୀମାନେ ନିଜ ସମସ୍ୟା ବାବଦରେ ସ୍ପଷ୍ଟ ଭାବେ କହିଥିଲେ । ତେବେ ଚାଷୀମାନେ କିଭଳି ଲାଭ ପାଇବେ, ସେଦିଗରେ ରାଜ୍ୟ ସରକାର ଚିନ୍ତିତ ଥିବା କୃଷିମନ୍ତ୍ରୀ କହିଛନ୍ତି ।

ପଢନ୍ତୁ: ଲୁଙ୍ଗି ପିନ୍ଧି ଗାଡି ଚଲାଇଲେ ୨୦୦୦ ଜୋରିମାନା

 

Related posts

ମୋଦି ସରକାରଙ୍କ ଚାପରେ ନଇଁଲା ଆଣ୍ଟିଗୁଆ, ରଦ୍ଦ ହେବ ଚୋକସିଙ୍କ ଆଣ୍ଟିଗୁଆ ନାଗରିକତ୍ୱ

Ratnamani Moharana

ଇସ୍ରୋ ବୈଜ୍ଞାନିକ ନାରାୟନନ୍‌ଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟର ନିର୍ଦ୍ଦେଶ

ENO Beuro

ଯୁକ୍ତ୨ରେ ଖାଲି ସିଟ୍‌ ପାଇଁ ୨୧ରେ ମେଧା ତାଲିକା, ଆଜିଠାରୁ ଯୁକ୍ତ୩ ସ୍ପଟ୍‌ ନାମଲେଖା ତାଲିକା

Ratnamani Moharana

1 comment

Leave a Comment