ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ଓମିକ୍ରନ୍ ଆଣିଥିବା ଲହର୍ରେ କୋଭିଡ୍-୧୯ ଆକ୍ରାନ୍ତ ସାଙ୍ଘାତିକ ନ ହେବାର କାରଣ, ପୂର୍ବ ସଂକ୍ରମଣ କିଂବା ଟିକାକରଣ ଯୋଗୁଁ ହୋଇପାରେ।
ଟିକା ନ ନେଇ ‘ଓମିକ୍ରନ୍ କରୋନାଭାଇରସ୍ ଭେରିଏଣ୍ଟ୍’ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଶେଷ ସାଙ୍ଘାତିକ ହେବନାହିଁ। ସେମାନଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ଅବସ୍ଥା ଏବଂ ମୃତ୍ୟୁ ମଧ୍ୟ ‘କରୋନାଭାଇରସ୍ର ପୂର୍ବ ଭେରିଏଣ୍ଟ୍’ଗୁଡ଼ିକ ଠାରୁ ସ୍ବଳ୍ପ ବୋଲି ଶୁକ୍ରବାର ଦିନ ଦକ୍ଷିଣ ଆଫ୍ରିକାର ଏକ ଅଧ୍ୟୟନରୁ ଜଣାପଡ଼ିଛି। ୱେଷ୍ଟର୍ଣ୍ଣ କେପ୍ ଅଞ୍ଚଳରେ ‘ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେବଲ୍ ଡିଜିଜେସ୍’ (ଏନ୍ଆଇସିଡି) ଉପରୋକ୍ତ ଅଧ୍ୟୟନ କରିଥିଲା। ଏଥିରେ କୋଭିଡ୍-୧୯ର ପ୍ରଥମ ୩ ଲହର୍ର ୧୧,୬୦୦ ରୋଗୀ ଏବଂ ନଭେମ୍ବରରେ ଆରମ୍ଭ ହୋଇଥିବା ଓମିକ୍ରନ୍ଜନିତ ଲହର୍ରୁ ପ୍ରାୟ ୫,୧୦୦ ରୋଗୀଙ୍କର ତୁଳନାତ୍ମକ ଅଧ୍ୟୟନ କରାଯାଇଥିଲା।ଅଧ୍ୟୟନରେ ଉଲ୍ଲେଖ ଅଛି, ଓମିକ୍ରନ୍ ଆଣିଥିବା ଲହର୍ରେ କୋଭିଡ୍-୧୯ ଆକ୍ରାନ୍ତ ସାଙ୍ଘାତିକ ନ ହେବାର କାରଣ, ପୂର୍ବ ସଂକ୍ରମଣ କିଂବା ଟିକାକରଣ ଯୋଗୁଁ ହୋଇପାରେ। କିନ୍ତୁ, ଓମିକ୍ରନ୍ର ସ୍ବଳ୍ପ ମାରାତ୍ମକତା ଡେଲ୍ଟା ତୁଳନାରେ ଡାକ୍ତରଖାନାରେ ଭର୍ତ୍ତିସଂଖ୍ୟା ଓ ମୃତ୍ୟୁ ପ୍ରାୟ ୨୫% ହ୍ରାସ କରୁଛି।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।