ରାତିରେ ଅଇଁଠା ବାସନ ପକାଇବା ଦ୍ଵାରା ଘରକୁ ଆସେ ଅନେକ ସମସ୍ଯା ଜାଣନ୍ତୁ କିପରି
ସାଧାରଣତଃ ରାତିରେ ଆମେ ଘରେ ଖାଦ୍ୟ ଖାଇବା ପରେ ବାସନକୁସନ ଧୋଇ ରଖିଥାଉ । କିନ୍ତୁ ଅନେକ ଥର ଆମେ ଏତେ କ୍ଲାନ୍ତ ହୋଇଯାଉ ଯେ ବାସନକୁ ଧୋଇନଥାଉ ଏବଂ ସକାଳେ ଧୋଇବାକୁ ଛାଡିଦେଉ। କିନ୍ତୁ ଏହା ଠିକ୍ ନୁହେଁ।
Loading...
ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ, ଖାଦ୍ୟ ଖାଇବା ସମୟରେ ଅନେକ କଥା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଭଳି କରିବା ଦ୍ଵାରା ଆମ ସ୍ବାସ୍ଥ୍ୟ ଉତ୍ତମ ରହିବା ସହିତ ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଥାଏ।
ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ଅନୁସାରେ, ଖାଦ୍ୟ ଖାଇବା ସମୟରେ ଅନେକ କଥା ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଏଭଳି କରିବା ଦ୍ଵାରା ଆମ ସ୍ବାସ୍ଥ୍ୟ ଉତ୍ତମ ରହିବା ସହିତ ଦୁର୍ଭାଗ୍ୟ ମଧ୍ୟ ଦୂର ହୋଇଥାଏ। ଏହି ଟିପ୍ସ ବହୁତ ସରଳ ଓ ପ୍ରଭାବଶାଳୀ ଅଟେ।ତେବେ ଆସନ୍ତୁ ବାସ୍ତୁ ଅନୁସାରେ କିଛି ଖାସ ତଥ୍ୟ ବିଷୟରେ ଜାଣିବା। ଖାଦ୍ୟ ଖାଇବା ସମୟରେ ଦିଗ ଉପରେ ବିଶେଷ ଧ୍ୟାନ ରଖନ୍ତୁ :-
ଖାଦ୍ୟ ସେବନ କରୁଥିବା ସମୟରେ କେବେବି ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ବସନ୍ତୁ ନାହିଁ। ପୌରାଣିକ ମାନ୍ୟତା ଅନୁସାରେ ଦକ୍ଷିଣ ଦିଗକୁ ମୃତ୍ୟୁର ଦେବତା ଯମ ବା ମୃତକଙ୍କ ଦିଗ ବୋଲି ମାନା ଯାଇଛି। ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଭୋଜନ କରିବା ଦ୍ଵାରା ମନରେ ହିଂସା, ନକାରାତ୍ମକ ଭାବନା ଜାଗ୍ରତ ହୋଇଥାଏ। ତେଣୁ ଦକ୍ଷିଣ ଦିଗ ଆଡ଼କୁ ମୁହଁ କରି ଖାଦ୍ୟ ଖାଇବା ଉଚିତ ନୁହେଁ।
ପୌରାଣିକ ମାନ୍ୟତା ଅନୁସାରେ ଆପଣ ଖାଦ୍ୟ ଖାଉଥିବା ସମୟରେ ନିଜ ଭୋଜନରୁ ଯଦି ପକ୍ଷୀ ମାନଙ୍କୁ କିଛି ଖାଇବା ପାଇଁ ଦିଅନ୍ତି, ତାହେଲେ ଏହା ଆପଣଙ୍କ ପାଇଁ ସୌଭାଗ୍ୟର କାରଣ ହେବ। ପ୍ରତ୍ୟେକଦିନ କୌଣସି ଜୀବଜନ୍ତୁଙ୍କ ନିଜ ଭାଗରୁ ଖାଇବା ପାଇଁ ଦେଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏବଂ ଘରକୁ ଆସୁଥିବା ସଙ୍କଟ ଟଳି ଯାଇଥାଏ।
ସର୍ବଦା ଭୋଜନ କରୁଥିବା ସମୟରେ ନିଜ ଥାଳି ପାଖରେ ପିଇବା ପାଣି ଗ୍ଲାସ ଡାହାଣ ପାଖରେ ରଖିବା ଆବଶ୍ୟକ। ଖାଇବା ପରେ ପାଣି ପିଇବା ପାଇଁ ଡାହାଣ ହାତର ପ୍ରୟୋଗ କରନ୍ତୁ। ଅନେକ ଲୋକଙ୍କର ଖରାପ ଅଭ୍ୟାସ ରହିଥାଏ କି ଖାଇ ସାରିବା ପରେ ସେହି ଥାଳିରେ ପ୍ରଥମେ ହାତ ଧୋଇ ଥାଆନ୍ତି। ତେଣୁ ସେଭଳି ଭୁଲ କଦାପି କରିବେ ନାହିଁ। ଅଇଁଠା ଥାଳିରେ ହାତ ଧୋଇଲେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଥାଆନ୍ତି ଏବଂ ଆର୍ଥିକ ଅଭାବ ଦେଖା ଦେଇଥାଏ। ତେଣୁ ଏଭଳି ଭୁଲ କଦାପି କରନ୍ତୁ ନାହିଁ।
Shakespeare, in the beautiful garden, among the party. Some of the hall: in fact she was ever to.
ସାଧାରଣତଃ ରାତିରେ ଆମେ ଘରେ ଖାଦ୍ୟ ଖାଇବା ପରେ ବାସନକୁସନ ଧୋଇ ରଖିଥାଉ । କିନ୍ତୁ ଅନେକ ଥର ଆମେ ଏତେ କ୍ଲାନ୍ତ ହୋଇଯାଉ ଯେ ବାସନକୁ ଧୋଇନଥାଉ ଏବଂ ସକାଳେ ଧୋଇବାକୁ ଛାଡିଦେଉ। କିନ୍ତୁ ଏହା ଠିକ୍ ନୁହେଁ।
ଶୟନ କକ୍ଷରେ ସଠିକ୍ ଦିଗକୁ ମୁଣ୍ଡ କରି ଶୋଇବା ପରେ ମଧ୍ୟ ଖଟ ତଳେ ଏପରି କେତେକ ଜିନିଷ ରହିଛି ଯାହାକୁ ରଖିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିବା ସହ ଜୀବନରେ ଅଶାନ୍ତି ଲାଗି ରହେ। ଅସଫଳତା ମିଳିବା ସହ ଅନେକ ରୋଗ ଲାଗି ରହିଥାଏ।
ପ୍ରତ୍ୟେକ ଘରର ମାଲିକଙ୍କୁ ତାଙ୍କ ଦାଣ୍ଡ ଦୁଆରେ ନେମ୍ପ୍ଲେଟ୍ ଲଗାଇବା ନିହାତି ଆବଶ୍ୟକ । କାରଣ ଏହା ଏକ ସମ୍ମାନର କଥା ।