ଅଯୋଧ୍ୟାରେ ପହଞ୍ଚିଲା ପ୍ରଭୁ ରାମ ଓ ଦେବୀ ଜାନକୀଙ୍କ ପ୍ରତିମା ପ୍ରସ୍ତୁତି ପାଇଁ ଶାଳଗ୍ରାମ ଶିଳାଖଣ୍ଡ
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
Loading...
2021 ମସିହା ଡିସେମ୍ବର 8 ତାରିଖସମୟ ପାଖାପାଖି ଅପରାହ୍ନ 1ଟା । ଆସିଥିଲା ଦେଶକୁ ଦୋହଲାଇ ଦେବା ଭଳି ଖବର । ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ତାମିଲନାଡୁ କୁନ୍ନୁରରେ ଘଟିଥିବା ବାୟୁସେନା ହେଲିକପ୍ଟର ଏମଆଇ17 ଭି5 ଦୁର୍ଘଟଣା ।
2021 ମସିହା ଡିସେମ୍ବର 8 ତାରିଖସମୟ ପାଖାପାଖି ଅପରାହ୍ନ 1ଟା । ଆସିଥିଲା ଦେଶକୁ ଦୋହଲାଇ ଦେବା ଭଳି ଖବର । ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ତାମିଲନାଡୁ କୁନ୍ନୁରରେ ଘଟିଥିବା ବାୟୁସେନା ହେଲିକପ୍ଟର ଏମଆଇ17 ଭି5 ଦୁର୍ଘଟଣା । ଏଥିରେ ଭାରତର ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପିନ ରାୱତଙ୍କ ସମେତ 14 ଜଣଙ୍କ ନିଧନ ହୋଇଥିଲା । ସବୁଠୁ ବେଶୀ ଦୁଃଖଦ ଥିଲା ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଏକାସଙ୍ଗରେ ଦୁଇପିଲାଙ୍କ ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଥିଲା ।2021 ମସିହା ଡିସେମ୍ବର 8 ତାରିଖସମୟ ପାଖାପାଖି ଅପରାହ୍ନ 1ଟା । ଆସିଥିଲା ଦେଶକୁ ଦୋହଲାଇ ଦେବା ଭଳି ଖବର । ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ତାମିଲନାଡୁ କୁନ୍ନୁରରେ ଘଟିଥିବା ବାୟୁସେନା ହେଲିକପ୍ଟର ଏମଆଇ17 ଭି5 ଦୁର୍ଘଟଣା । ଏଥିରେ ଭାରତର ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପିନ ରାୱତଙ୍କ ସମେତ 14 ଜଣଙ୍କ ନିଧନ ହୋଇଥିଲା । ସବୁଠୁ ବେଶୀ ଦୁଃଖଦ ଥିଲା ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଏକାସଙ୍ଗରେ ଦୁଇପିଲାଙ୍କ ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଥିଲା ।ସିଡିଏସ ବିପିନ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ.ଏସ. ଲିଡ୍ଡେର, ଲ୍ୟୁଟନାଣ୍ଟ ଜେନେରାଲ କଲୋନେଲ ହରିଜିନ୍ଦର ସିଂ, ନାଏକ ଗୁରସେବକ ସିଂ, ନାଏକ ଜିତେନ୍ଦ୍ର କୁମାର, ନାଏକ ବିବେକ କୁମାର, ନାଏକ ବି. ସାଇ ତେଜା, କ୍ୟାପ୍ଟେନ ବରୁଣ ସିଂ, ହାବିଲଦାର ସତପାଲ, ଜେଓଡ୍ଲୁ ଦାସ, ଜେଓଡ୍ଲୁ ପ୍ରଦୀର ଏ, ୱିଙ୍ଗ କମାଣ୍ଡର ପିଏସ ଚୌହାନ, ସ୍କ୍ବର୍ଡନ ଲିଡର କେ ସିଂ ।
Shakespeare, in the beautiful garden, among the party. Some of the hall: in fact she was ever to.
ନେପାଳର ମୁସ୍ତାଙ୍ଗ ଜିଲ୍ଲା ଅନ୍ତର୍ଗତ ଶାଳିଗ୍ରାମ ଅଥବା ମୁକ୍ତିନାଥ ନିକଟରେ ପ୍ରବାହିତ ଗଣ୍ଡକୀ ନଦୀରୁ ଉକ୍ତ ଶିଳା ଦୁଇଟିକୁ ସଂଗ୍ରହ କରାଯାଇଛି ବୋଲି ସେମାନେ କହିଛନ୍ତି।
ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଯାହା ମାର୍ଚ୍ଚ ୧ ପ୍ରଥମ ପର୍ଯ୍ୟାୟ ଅଧିବେଶନ ଚାଲିବ ।
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବଜେଟ୍ ୨୦୨୩କୁ ନେଇ ନରେନ୍ଦ୍ର ମୋଦୀ ସରକାର ଉପରେ ଆକ୍ରମଣ କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ସହିତ ବଜେଟ୍ ୨୦୨୩କୁ ଯୋଡି ମମତା ସରକାରଙ୍କୁ ଟାର୍ଗେଟ କରିଛନ୍ତି।