Loading...

CDS Chopper Crash: ଆଜିର ଦିନରେ ପ୍ରଥମ ସିଡିଏସଙ୍କୁ ହରାଇଥିଲା ଦେଶ

CDS Chopper Crash: ଆଜିର ଦିନରେ  ପ୍ରଥମ ସିଡିଏସଙ୍କୁ ହରାଇଥିଲା ଦେଶ

2021 ମସିହା ଡିସେମ୍ବର 8 ତାରିଖସମୟ ପାଖାପାଖି ଅପରାହ୍ନ 1ଟା । ଆସିଥିଲା ଦେଶକୁ ଦୋହଲାଇ ଦେବା ଭଳି ଖବର । ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ତାମିଲନାଡୁ କୁନ୍ନୁରରେ ଘଟିଥିବା ବାୟୁସେନା ହେଲିକପ୍ଟର ଏମଆଇ17 ଭି5 ଦୁର୍ଘଟଣା ।

2021 ମସିହା ଡିସେମ୍ବର 8 ତାରିଖସମୟ ପାଖାପାଖି ଅପରାହ୍ନ 1ଟା । ଆସିଥିଲା ଦେଶକୁ ଦୋହଲାଇ ଦେବା ଭଳି ଖବର । ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ତାମିଲନାଡୁ କୁନ୍ନୁରରେ ଘଟିଥିବା ବାୟୁସେନା ହେଲିକପ୍ଟର ଏମଆଇ17 ଭି5 ଦୁର୍ଘଟଣା । ଏଥିରେ ଭାରତର ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପିନ ରାୱତଙ୍କ ସମେତ 14 ଜଣଙ୍କ ନିଧନ ହୋଇଥିଲା । ସବୁଠୁ ବେଶୀ ଦୁଃଖଦ ଥିଲା ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଏକାସଙ୍ଗରେ ଦୁଇପିଲାଙ୍କ ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଥିଲା ।2021 ମସିହା ଡିସେମ୍ବର 8 ତାରିଖସମୟ ପାଖାପାଖି ଅପରାହ୍ନ 1ଟା । ଆସିଥିଲା ଦେଶକୁ ଦୋହଲାଇ ଦେବା ଭଳି ଖବର । ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଥିଲା ତାମିଲନାଡୁ କୁନ୍ନୁରରେ ଘଟିଥିବା ବାୟୁସେନା ହେଲିକପ୍ଟର ଏମଆଇ17 ଭି5 ଦୁର୍ଘଟଣା । ଏଥିରେ ଭାରତର ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପିନ ରାୱତଙ୍କ ସମେତ 14 ଜଣଙ୍କ ନିଧନ ହୋଇଥିଲା । ସବୁଠୁ ବେଶୀ ଦୁଃଖଦ ଥିଲା ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଏକାସଙ୍ଗରେ ଦୁଇପିଲାଙ୍କ ମୁଣ୍ଡ ଉପରୁ ବାପାମାଆଙ୍କ ହାତ ଉଠିଯାଇଥିଲା ।ସିଡିଏସ ବିପିନ ରାୱତ, ପତ୍ନୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ.ଏସ. ଲିଡ୍ଡେର, ଲ୍ୟୁଟନାଣ୍ଟ ଜେନେରାଲ କଲୋନେଲ ହରିଜିନ୍ଦର ସିଂ, ନାଏକ ଗୁରସେବକ ସିଂ, ନାଏକ ଜିତେନ୍ଦ୍ର କୁମାର, ନାଏକ ବିବେକ କୁମାର, ନାଏକ ବି. ସାଇ ତେଜା, କ୍ୟାପ୍ଟେନ ବରୁଣ ସିଂ, ହାବିଲଦାର ସତପାଲ, ଜେଓଡ୍ଲୁ ଦାସ, ଜେଓଡ୍ଲୁ ପ୍ରଦୀର ଏ, ୱିଙ୍ଗ କମାଣ୍ଡର ପିଏସ ଚୌହାନ, ସ୍କ୍ବର୍ଡନ ଲିଡର କେ ସିଂ ।
 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.