Loading...

ଖାଉଟିଙ୍କୁ ଆଶ୍ଵସ୍ତି, କମିବ ପିଆଜ ଦର

ଖାଉଟିଙ୍କୁ ଆଶ୍ଵସ୍ତି, କମିବ ପିଆଜ ଦର

ଆଜିଠୁ କମିବ ପିଆଜ ଦର । ଖୁଚୁରାରେ କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକିବ ଜାତୀୟ ଉପଭୋକ୍ତା କୋଅପରେଟିଭ ସଂଘ ତଥା ଏନସିସିଏଫ ।

ଆଜିଠୁ କମିବ ପିଆଜ ଦର । ଖୁଚୁରାରେ କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକିବ ଜାତୀୟ ଉପଭୋକ୍ତା କୋଅପରେଟିଭ ସଂଘ ତଥା ଏନସିସିଏଫ । ବଢୁଥିବା ଦର ଉପରେ ଅଙ୍କୁଶ ଲଗାଇବାକୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । ସୂଚନାନୁସାରେ, ଆରମ୍ଭରୁ ଏବେ ଦିଲ୍ଲୀରେ ଖୁଚୁରା ବ୍ୟବସାୟୀଙ୍କ ଦ୍ୱାରା ୨୫ ଟଙ୍କା କିଲୋରେ ବିକ୍ରି କରିବୁ । ସୋମବାର ଦିନ ଆଜି ୧୦ଟି ଭ୍ୟାନ ଗାଡିରେ ପିଆଜ ବିଭିନ୍ନ ସ୍ଥାନକୁ ପଠାଯିବ ବୋଲି କହିଛନ୍ତି । ରାଜଧାନୀରେ ନେହେରୁ ୍େଲସ ଏବଂ ଚହଲା ଠାରେ ଦୁଇଟି ଖୁଚୁରା ଆଉଟଲେଟ ମାଧ୍ୟମରେ ଏନସିସିଏଫ ିଆଜ ବିକ୍ରି କରିବେ । ଏହା ଛଡା (ଡିଜିଟାଲ କମର୍ସ ପାଇଁ ଓନ ନେଟୱର୍କ) ଦ୍ୱାରା ମାଧ୍ୟମରେ ଅନଲାଇନ ପିଆଜ ବିକ୍ରି କରାଯିବ । ଏହା ଛଡା ଦିଲ୍ଲୀ, ଆନ୍ଧ୍ର୍ରଦେଶ, ତେଲେଙ୍ଗାନା, ହିମାଚଳପ୍ରଦେଶ, ଆସାମରେ ହୋଲସେଲ ଏବଂ ଖୁଚୁରା ବଜରରେ ‘ବଫରଷ୍ଟକ’ ବ୍ୟବହାର କରରାଯାଉଛି ।ଏହା ପୂର୍ବରୁ କେନ୍ଦ୍ରସରକାରଙ୍କ ତରଫରୁ ସବସିଡି ଯୁକ୍ତ ଟମାଟୋ ବିକ୍ରି ହେଉଛି ।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.