ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (Centeral Board Of Secondary Education) ଦ୍ବାରା ପରିଚାଳିତ କେନ୍ଦ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଆସନ୍ତା ଡିସେମ୍ବରରୁ ଜାନୁଆରି ମଧ୍ୟରେ ଅନୁଷ୍ଠିତ ହେବ ।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (Centeral Board Of Secondary Education) ଦ୍ବାରା ପରିଚାଳିତ କେନ୍ଦ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି) ଆସନ୍ତା ଡିସେମ୍ବରରୁ ଜାନୁଆରି ମଧ୍ୟରେ ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି-ଅନ୍ଲାଇନ୍) ମାଧ୍ୟମରେ ହେବ ପରୀକ୍ଷା । ସିଲାବସ୍, ଭାଷା, ଯୋଗ୍ୟତା, ପରୀକ୍ଷା ଫି, ପରୀକ୍ଷା ହେବାକୁ ଥିବା ସହର, ପ୍ରମୁଖ ତାରିଖ ସମ୍ପର୍କରେ ସିଟିଇଟି ୱେବସାଇଟ୍ https://ctet.nic.in ରେ ଖୁବ୍ଶୀଘ୍ର ଉପଲବ୍ଧ ହେବ ବୋଲି ଦର୍ଶାଯାଇଛି।ଏହି ପରୀକ୍ଷା ଲାଗି ଆସନ୍ତା ଅକ୍ଟୋବର 31ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ନଭେମ୍ବର 24 ଯାଏ ଚାଲିବ ଆବେଦନ ପ୍ରକ୍ରିୟା। ନଭେମ୍ବର 26 ଅପରାହ୍ନ 3 ଟା 30 ସୁଦ୍ଧା ଫି’ ଦାଖଲ କରିପାରିବେ । ଜେନେରାଲ ଓ ଓବିସି ପିଲାଙ୍କ ପାଇଁ ପେପର 1 କିମ୍ବା ପେପର 2 ପାଇଁ 1000 ଟଙ୍କା ଥିବା ବେଳେ ଦୁଇଟି ପେପର ପାଇଁ 1200 ଟଙ୍କା ରହିଛି । ସେହିପରି ଏସଟି ଓ ଏସସି ପିଲାଙ୍କ ପାଇଁ ପେପର 1 କିମ୍ବା ପେପର 2 ପାଇଁ 500 ଟଙ୍କା ରହିଥିବା ବେଳେ ଉଭୟ ପେପର ପାଇଁ 600 ଟଙ୍କା ଧାର୍ଯ୍ୟ କରାଯାଇଛି । ଆବେଦନ କରିବା ପୂର୍ବରୁ ୱେବସାଇଟ୍ରେ ଉପଲବ୍ଧ ଥିବା ସମସ୍ତ ତଥ୍ୟ ଓ ନିର୍ଦ୍ଦେଶାବଳୀକୁ ଭଲ ଭାବେ ପଢ଼ିବାକୁ ଆଶାୟୀଙ୍କୁ ପରାମର୍ଶ ଦିଆଯାଇଛି । ସହରରେ ଉପଲବ୍ଧ ସିଟ୍ ଅନୁଯାୟୀ ଛାତ୍ରଛାତ୍ରୀଙ୍କୁ ଆଲଟ୍ କରାଯିବ । ତେଣୁ ଯେଉଁମାନେ ପ୍ରଥମେ ଯେଉଁ ସହର ଲାଗି ଆବେଦନ କରିବେ ସେମାନେ ସମ୍ପୃକ୍ତ ସହରରେ ହିଁ ପରୀକ୍ଷା ଦେବେ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।