29.1 C
Bhubaneswar
June 13, 2021
EnewsOdia.Com
ନ୍ୟୁଜ୍

ଅନ୍‌ଲାଇନ୍‌ରେ ୨୦୦୦ ଟଙ୍କାରେ ବିକ୍ରି ହେଉଛି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡର ତଥ୍ୟ

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ କ୍ରେଡିଟ୍‌ କାଡର୍ ଓ ଡେବିଟ୍‌ କାର୍ଡର ସଂପୂର୍ଣ୍ଣ ତଥ୍ୟ ସୁରକ୍ଷିତ ଅଛି ତେବେ ଆପଣ ଭୁଲ୍‌ ଭାବୁଛନ୍ତି। ମାତ୍ର ଅଳ୍ପ କେତେ ଟଙ୍କା ବଦଳରେ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡ ସଂପର୍କିତ ତଥ୍ୟ ପ୍ରଦାନ କରୁଥିବା ଅନେକ ୱେବ୍‌ସାଇଟ୍‌ ‌ଏବେ ବଜାରରେ ମହଜୁଦ୍‌ ଅଛି। ୩୫୦ ଟଙ୍କାରୁ ଆରମ୍ଭ କରି ୨୦୦୦ ଟଙ୍କା ଭିତରେ କାର୍ଡର ତଥ୍ୟ ବିକୁଛନ୍ତି ୱେବ୍‌ସାଇଟ୍‌ଗୁଡ଼ିକ। ତେବେ ଭିସା, ରୁପେ ଓ ମାଷ୍ଟରକାର୍ଡ ଆଦି ଅଲଗା ଅଲଗା ପ୍ରକାରର କାର୍ଡ ପାଇଁ ଭିନ୍ନ ରାଶି ଦାବି କରାଯାଉଛି। ପିନ୍‌କୋର୍ଡରୁ ଆଧାର କରି କାର୍ଡଧାରୀଙ୍କ ରହୁଥିବା ସ୍ଥାନ ସଂପର୍କରେ ସହଜରେ ସୂଚନା ମିଳିପାରୁଛି।

ସୂଚନା ରହିଛି ଯେ ୧ ଲକ୍ଷରୁ ଉର୍ଧ୍ବ କାର୍ଡଧାରୀଙ୍କ ଡାଟା କେତେକ ହାଇଦ୍ରାବାଦୀ ୱେବ୍‌ସାଇଟ୍‌ରେ ବନ୍ଧାପଡ଼ିଛି। ତେବେ, ଯେଉଁ ମୁଖ୍ୟ ପାଞ୍ଚଟି ଅଞ୍ଚଳର କାର୍ଡଧାରୀଙ୍କ ତଥ୍ୟ ୱେବ୍‌ସାଇଟ୍‌ରେ ଉପଲବ୍ଧ ‌ସେ ଅଞ୍ଚଳଗୁଡ଼ିକ ହେଉଛି ବଞ୍ଜାରା ହିଲ୍ସ, ମାଧପୁର, ସୋମାଜିଗୁଡା, ବେଗୁମପେଟ୍‌ ଓ ଅଫ୍‌ଜଲ୍‌ଗଞ୍ଜ।
ପଢନ୍ତୁ: ସ୍ୱର୍ଗୀୟ ବାପାଙ୍କ ଖୁସି ପାଇଁ ମଶାଣିରେ କାର ଜାଳିଦେଲା ପୁଅ

Related posts

ମହାପ୍ରଭୁ ଶ୍ରୀଲଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କଲେ ଅମିତ ଶାହା

Ratnamani Maharana

ଡରାଉଛି ଶୀତ, ୧୦ ଡିଗ୍ରୀ ତଳେ ୧୧ ସହରର ତାପମାତ୍ରା

Ratnamani Maharana

ଚୀନର ରାସ୍ତାରୁ ମିଳୁଛି କରୋନା ରୋଗୀଙ୍କ ମୃତ ଦେହ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More