Loading...

ଏଣିକି ବିନା ସିଭିଭିରେ ଅନଲାଇନ୍‌ ପେମେଣ୍ଟ୍‌ ସୁବିଧା ପାଇବେ ଗ୍ରାହକ

ଏଣିକି ବିନା ସିଭିଭିରେ ଅନଲାଇନ୍‌ ପେମେଣ୍ଟ୍‌ ସୁବିଧା ପାଇବେ ଗ୍ରାହକ

ଏଣିକି ବିନା ସିଭିଭିରେ ଅନଲାଇନ୍‌ ପେମେଣ୍ଟ୍‌ ସୁବିଧା ପାଇବେ ଗ୍ରାହକ। ଏଭଳି ସୁଯୋଗ ଦଉଛି ଇ-କମର୍ସ। ଇ-କମର୍ସରେ ପେମେଣ୍ଟ୍‌ ଲାଗି ଯେଉଁମାନେ କାର୍ଡର ଟୋକେନାଇଜେସନ୍‌ କରିଥିବେ ସେମାନେ ବିନା ସିଭିଭିରେ ପେମେଣ୍ଟ୍‌ କରିପାରିବେ।

ଏଣିକି ବିନା ସିଭିଭିରେ ଅନଲାଇନ୍‌ ପେମେଣ୍ଟ୍‌ ସୁବିଧା ପାଇବେ ଗ୍ରାହକ। ଏଭଳି ସୁଯୋଗ ଦଉଛି ଇ-କମର୍ସ। ଇ-କମର୍ସରେ ପେମେଣ୍ଟ୍‌ ଲାଗି ଯେଉଁମାନେ କାର୍ଡର ଟୋକେନାଇଜେସନ୍‌ କରିଥିବେ ସେମାନେ ବିନା ସିଭିଭିରେ ପେମେଣ୍ଟ୍‌ କରିପାରିବେ। ଲୋକମାନଙ୍କୁ ଆଉ ପ୍ରତିଥର ପେମେଣ୍ଟ୍‌ ଲାଗି କାର୍ଡ ଖୋଜିବାକୁ କିମ୍ବା କାର୍ଡର ବିବରଣୀ ମନେ ରଖିବାକୁ ପଡ଼ିବ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡ୍‌ଲାଇନ୍ ଅନୁସାରେ ୨୦୨୧ରୁ ଟୋକେନାଇ‌ଜେସନ ସୁବିଧା ଉପଲବ୍ଧ ହୋଇଛି। ଦେଶ ଭିତରେ ଇ-କମର୍ସ କାରବାରେ ଅନଲାଇନ୍‌ରେ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ବ୍ୟବହାର ବେଳେ କାର୍ଡର ବିବରଣୀ ବଦଳରେ ସ୍ବତନ୍ତ୍ର ଟୋକନ୍‌କୁ ବ୍ୟବହାର କରିବାକୁ ରିଜର୍ଭ ବ୍ୟାଙ୍କ ବାଧ୍ୟତାମୂଳକ କରିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.