News

ଭାରତରେ ଅନଲାଇନ ପବଜୀରେ ଲାଗିପାରେ ବ୍ୟାନ୍ !

Untitled 1

ଭାରତ ନୁହେଁ ପୁରା ବିଶ୍ବର ପ୍ରିୟ ଖେଳ ଭାବେ ପବଜୀ  ନିଜର ସ୍ଥାନ ପକ୍କା କରିଛି। କିଛି ସମୟ ପୂର୍ବରୁ ଏହି ଗେମ ଆସିଥିବାବେଳେ ସମସ୍ତ ଅନଲାଇନ ଗେମକୁ ପଛରେ ପକାଇଦେଇଛି। ଯୁବକ, ବୃଦ୍ଧ ଓ ବାଳକ ସମସ୍ତେ ଏହି ଗେମ ପ୍ରଶଂସକ। ଏହି ଗେମର ଅଟେ ପ୍ରଶଂସକ ଥାଇ ମଧ୍ୟ ଏହା ବହୁ ସମୟରେ ବିବାଦ ମଧ୍ୟକୁ ଆସିଛି। ଏପରି ଏହି ଗେମକୁ ବନ୍ଦ କରିବା ପାଇଁ ବହୁଥର ଆଲୋଚନା ମଧ୍ୟ କରାଯାଇଛି। ତେବେ ଭାରତରେ ବ୍ୟାନ  ହୋଇପାରେ ଅନଲାଇନ ପବଜି। ଏହା ଆମେ ନୁହେଁ ରିପୋର୍ଟ କହୁଛି।

ଦିଲ୍ଲୀର ଜାତୀୟ ଅକାଲୀ ଦଳର ଅଧ୍ୟକ୍ଷ ପରମଜୀତ ସିଂ ପମ୍ମା  କିଛି ଦିନ ପୂର୍ବେ ସରକାରଙ୍କୁ ପବଜୀ ଗେମ୍ ବନ୍ଦ କରିବା ନେଇ ପତ୍ର ଲେଖିଥିଲେ ।ଏବେ ସରକାରଙ୍କ ପକ୍ଷରୁ ଏହାର ଉତ୍ତର ପ୍ରଦାନ କରାଯାଇଛି। ଯେଉଁଥିରେ ଛୋଟ ପିଲାଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥିବାରୁ ପବଜୀ ଖେଳ ଉପରେ ଭାରତରେ ପ୍ରତିବନ୍ଧକ ଲଗାଯାଇପାରେ ବୋଲି ସଂଙ୍କେତ ମିଳିଛି।

Pubg
Pubg

ସରକାର ପତ୍ରରେ ଉଲ୍ଲେଖ କରିଛନ୍ତି ପିଲାଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥିବା ଗେମ୍ସ ମାନଙ୍କ ଉପରେ ମନ୍ତ୍ରାଳୟ କାର୍ଯ୍ୟରତ ଅଛି। ଏନେଇ କଠୋର ପଦକ୍ଷେପ ଉଠାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ପବଜୀରେ ବ୍ୟାନ ଲଗାଇବା ପାଇଁ ସୋସିଆଲ ମିଡିଆ ସଂହିତ କେନ୍ଦ୍ରୀୟ ମାନବ ସଂସାଧନ ବିକାଶ ମନ୍ତ୍ରାଳୟକୁ ପତ୍ର ଲେଖିବା ସହ ଏହି ସମ୍ବନ୍ଧୀୟ କାମ କରୁଛି।

ପଢନ୍ତୁ: କର୍ଣ୍ଣାଟକ ରାଜନୀତି ଡ୍ରାମାରେ ଟୁଇଷ୍ଟ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଦ୍ରୋହୀ ବିଧାୟକ

Related posts

ବିଜେପିର ନିର୍ବାଚନୀ ଇସ୍ତାହାରକୁ ଟାର୍ଗେଟ କଲା ବିଜେଡ଼ି

Ratnamani Moharana

ପୁଣି ଗଞ୍ଜାମରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ

ENO Beuro

ପ୍ରଫେସରଙ୍କ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭିଡିଓ

ENO Beuro

Leave a Comment