Loading...

ଆକାଶରୁ ଖସିଲା ୬୦ କିଲୋ ଓଜନର କୁଆପଥର

ଆକାଶରୁ ଖସିଲା ୬୦ କିଲୋ ଓଜନର କୁଆପଥର

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ପଂଚାୟତ ଅନ୍ତର୍ଗତ ବାଦିବାହାଲ ଗ୍ରାମରେ ମଙ୍ଗଳବାର ଧରଣୀ ଛତ୍ରିଆଙ୍କ ଘର ପଛ ପଟ ଜମିରେ ପ୍ରାୟ ୬୦ କିଲୋ ଓଜନର କୁଆ ପଥର ଆକାଶରୁ ପ୍ରବଳ ଶଦ୍ଦରେ କରି ପଡ଼ିଥିଲା।

ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ପଂଚାୟତ ଅନ୍ତର୍ଗତ ବାଦିବାହାଲ ଗ୍ରାମରେ ମଙ୍ଗଳବାର ଧରଣୀ ଛତ୍ରିଆଙ୍କ ଘର ପଛ ପଟ ଜମିରେ ପ୍ରାୟ ୬୦ କିଲୋ ଓଜନର କୁଆ ପଥର ଆକାଶରୁ ପ୍ରବଳ ଶଦ୍ଦରେ କରି ପଡ଼ିଥିଲା।ଶଦ୍ଦରେ ଘର ଭିତର ପ୍ରକମ୍ପିତ ହୋଇ ଉଠିଥିଲା । କିଛି ସମୟ ପରେ ବାହାରକୁ ବାହାରି ଲୋକମାନେ ଦେଖିବା ପାଇଁ ରୁଣ୍ଡ ହୋଇଯାଇଥିଲେ। ଏଭଳି ଆଗରୁ କେବେ ଦେଖିବାକୁ ମିଳି ନ ଥିବାବେଳେ, ବୃହତକାୟ ବରଫ ଖଣ୍ଡ ଯାହା ମୁଣ୍ଡ ଉପରେ ପଡ଼ିଥିଲେ ମୃତ୍ୟୁ ନିଶ୍ଚିତ ବୋଲି ଲୋକମାନେ କହିଛନ୍ତି। ଖାଲି ସ୍ଥାନରେ ପଡିଥିବାରୁ ଏକ ବଡ ଦୁର୍ଘଟଣାରୁ ଗ୍ରାମବାସୀ ରକ୍ଷା ପାଇଥିବା ପ୍ରକାଶ କରିଛନ୍ତି।

ପଢନ୍ତୁ:

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.