ଦେଶର ଶ୍ରେଷ୍ଠ ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାରୁ ଦୁଇ ବ୍ୟକ୍ତି
ଆଇଡିଏଫ୍ସି ଓ ହୁରୁନ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଦେଶର ଶ୍ରେଷ୍ଠ ୨୦୦ ଧନୀ ବ୍ୟକ୍ତିଙ୍କ ତାଲିକା ଜାରି ହୋଇଛି। ଏହି ତାଲିକାରେ ଓଡ଼ିଶାରେ ଜନ୍ମ ହୋଇଥିବା ଦୁଇ ଜଣ ଉଦ୍ୟୋଗୀଙ୍କ ନାମ ରହିଛି। ସେମାନେ ହେଉଛନ୍ତି ଅଫ୍ବିଜନେ୍ସ ଓ ଅକ୍ସିଜୋର ସହ ପ୍ରତିଷ୍ଠାତା ଆଶିଷ ମହାପାତ୍ର ଏବଂ ଓୟୋର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ୍।