ଯୁବକଙ୍କ ଆକ୍ରମଣରେ ଯୋଡା ଶିଶୁ ଜଗାର ମୁଣ୍ଡରେ ଲାଗିଛି ଆଘାତ
ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନ ଦ୍ୱିପ୍ରହରରେ ଚିକିତ୍ସା ପାଇଁ ଆସିଥିବା ଯୋଡ଼ା ମୁଣ୍ଡରୁ ଅଲଗା ଶିଶୁ ଜଗା ଏବଂ ତା ବାପା ଭୂୟାଁ କହଁର ଅଜଣା ବ୍ୟକ୍ତିଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଘଟଣାକୁ ୮ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୋଗ କରାଯିବା ସତ୍ତ୍ୱେ ପୁଲିସ୍ ଚୁପ୍ ବସିଥିବା ଜଗାଙ୍କ ବାପା ଅଭିଯୋଗ କରିଛନ୍ତି।