Loading...

ଶିକ୍ଷା ଓ ନିଯୁକ୍ତି

ଫେବୃୟାରୀ ୧୫ରୁ ଆରମ୍ଭ ହେବ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା

ଫେବୃୟାରୀ ୧୫ରୁ ଆରମ୍ଭ ହେବ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫେବୃୟାରୀ ୧୫ରୁ ଆରମ୍ଭ ହେବ। ତେବେ ଦଶମ ପରୀକ୍ଷା ମାର୍ଚ୍ଚ ୧୩ରେ ଓ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ରେ ଶେଷ ହେବ।

ଜାନୁଆରି ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା

ଜାନୁଆରି ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା

ଜାନୁଆରି ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା। ଆସନ୍ତା ୨୬ ତାରିଖଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର, ଉତ୍ତରଖାତା ଆଦି ପଠାଯିବା ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)।

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି

ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି

ଆସନ୍ତା ବର୍ଷ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶିତ ପ୍ରଶ୍ନପତ୍ର ନମୁନାରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ପ୍ରଶ୍ନପତ୍ର ନମୁନାରେ ଥିବା ବିଷୟ ଚଳିତ ବର୍ଷର ପାଠ୍ୟକ୍ରମରେ ନାହିଁ।

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ହେଲା ନମୁନା ପ୍ରଶ୍ନପତ୍ର (sample question)

ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ପ୍ରସ୍ତୁତ ହେଲା ନମୁନା ପ୍ରଶ୍ନପତ୍ର (sample question)

ଗଣଶିକ୍ଷା ବିଭାଗର କହିବାନୁଯାୟୀ, ଉକ୍ତ ନମୁନା ପ୍ରଶ୍ନପତ୍ର ଅନୁଯାୟୀ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଆଗକୁ ଦେବାକୁ ଥିବା ବୋର୍ଡ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିବେ।

ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦେବନି ସିବିଏସଇ

ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦେବନି ସିବିଏସଇ

ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦିଆଯିବ ନାହିଁ । ଯଦି କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ବା ରୋଜଗାର ପାଇଁ ମାର୍କ ପ୍ରତିଶତ ଆବଶ୍ୟକ, ତେବେ ଆଡମିସନ୍ ଗ୍ରାଣ୍ଟ ଇନଷ୍ଟିଚ୍ୟୁଟ୍ କିମ୍ବା ନିଯୁକ୍ତିଦାତା ନିଜେ ହିସାବ କରିପାରିବେ ।"

ଜାନୁୟାରୀ ୨ରୁ ଆରମ୍ଭ ହୋଇ ୧୨ରେ ସରିବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଜାନୁୟାରୀ ୨ରୁ ଆରମ୍ଭ ହୋଇ ୧୨ରେ ସରିବ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୨ରୁ ଆରମ୍ଭ ହେବ। ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

‘ଏ+’ ଗ୍ରେଡ୍‌ ଫେରିପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ

‘ଏ+’ ଗ୍ରେଡ୍‌ ଫେରିପାଇଲା ଉତ୍କଳ ବିଶ୍ୱବିଦ୍ୟାଳୟ

୬ ମାସର ଲଢ଼େଇ ପରେ ଆଜି ବିଶ୍ବବିଦ୍ୟାଳୟ ନିଜର ଗୌରବ ଫେରିପାଇଛି। ମେ’ ୨ ତାରିଖରେ ବିଶ୍ବବିଦ୍ୟାଳୟକୁ ‘ଏ’ ଗ୍ରେଡ୍‌ ମାନ୍ୟତା ଦେଇଥିବା ନାକ୍‌ ଟିମ୍‌ର ତଥ୍ୟକୁ ଭୁଲ୍‌ ପ୍ରମାଣିତ କରି ସେପ୍ଟେମ୍ବର ୨୬ରୁ ୨୮ ପର୍ଯ୍ୟନ୍ତ ଗସ୍ତ କରିଥିବା ଟିମ୍‌ ବିଶ୍ବବିଦ୍ୟାଳୟକୁ ‘ଏ+’ ଗ୍ରେଡ୍‌ ମାନ୍ୟତା ପ୍ରଦାନ କରିଛି।

୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ: ଅଧିକ ୯୦୦ ଟଙ୍କା ସହ ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ର ଷ୍ଟିକର୍‌

୯ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ: ଅଧିକ ୯୦୦ ଟଙ୍କା ସହ ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ର ଷ୍ଟିକର୍‌

ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନେ ନଭେମ୍ବର ୧୪ ପରେ ‘ମୋ ସ୍କୁଲ’ ରାଜ୍ୟ କାର୍ଯ୍ୟାଳୟରୁ ଷ୍ଟିକର ସଂଗ୍ରହ କରିପାରିବେ। ୩୦ ତାରିଖରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ରେ ଷ୍ଟିକରିଂ କରାଯିବ।

>