Loading...

ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା

ମାଟ୍ରିକ୍‌ ଡ୍ରପଆଉଟ୍‌ ପିଲାଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ବ୍ୟବସ୍ଥା କରୁଛି ଗଣଶିକ୍ଷା ବିଭାଗ।ଏ ନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ୨୦୨୧-୨୨ ମସିହାରେ ମାଟ୍ରିକ୍‌ ପରୀକ୍ଷା ପାଇଁ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଫର୍ମ ପୂରଣ କରିଥିଲେ।

୨୦୨୪ରୁ ପୁରୀର ଗୁରୁକୁଳ ଆଶ୍ରମରେ ପାଠପଢିବେ ପିଲା

୨୦୨୪ରୁ ପୁରୀର ଗୁରୁକୁଳ ଆଶ୍ରମରେ ପାଠପଢିବେ ପିଲା

୨୦୨୪ ଶିକ୍ଷାବର୍ଷରୁ ଗୁରୁକୁଳ ଆଶ୍ରମରେ ଆରମ୍ଭ ହେବ ପାଠ୍ୟକ୍ରମ । ସେବାୟତ ପରିବାରର ପିଲାଙ୍କ ପାଠପଢା ପାଇଁ ଆଦର୍ଶ ଗୁରୁକୂଳ ଆଶ୍ରମ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ।

ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ

ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ

ଆଜି ଦ୍ଵିତୀୟ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଦଶମ ଛାତ୍ରଛାତ୍ରୀ। ମାର୍ଚ ୧୦ରୁ ଦଶମ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ ।।

ଚଳିତ ବର୍ଷ ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷାରେ ୧୮ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ

ଚଳିତ ବର୍ଷ ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷାରେ ୧୮ ହଜାର ପରୀକ୍ଷାର୍ଥୀ ଅନୁପସ୍ଥିତ

ଗତକାଲିଠାରୁ ଆରମ୍ଭ ହୋଇଯାଇଛି ମାଟ୍ରିକ ସମ୍ମେଟିଭ ୨ ପରୀକ୍ଷା। ଏଥର ପରୀକ୍ଷାର୍ଥୀଙ୍କ ଅନୁପସ୍ଥିତି ରାଜ୍ୟ ସରକାରଙ୍କୁ ବ୍ଯତୀତ କରିଛି।

ସକାଳୁ ସକାଳୁ ପରୀକ୍ଷା ଦେଉଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ

ସକାଳୁ ସକାଳୁ ପରୀକ୍ଷା ଦେଉଛନ୍ତି ମାଟ୍ରିକ ପରୀକ୍ଷାର୍ଥୀ

ସକାଳ ୮ ଟାରୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ ସମ୍ମେଟିଭ-୨ ପରୀକ୍ଷା ଦେଉଛନ୍ତି ପରୀକ୍ଷାର୍ଥୀ।

ରାତିପାହିଲେ ମାଟ୍ରିକ ସମେଟିଭ ୨ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ରାତିପାହିଲେ ମାଟ୍ରିକ ସମେଟିଭ ୨ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ରାତିପାହିଲେ ମାଟ୍ରିକ ସମେଟିଭ ୨ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ରାଜ୍ୟରେ ମୋଟ ୩୨୧୮ କେନ୍ଦ୍ରରେ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା।

ହାଇସ୍କୁଲ କ୍ୟାମ୍ପସରେ ଜୁନିଅର କଲେଜ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ

ହାଇସ୍କୁଲ କ୍ୟାମ୍ପସରେ ଜୁନିଅର କଲେଜ ଖୋଲିବା ନେଇ ପ୍ରସ୍ତୁତି ଆରମ୍ଭ

ପ୍ରାଥମିକ ପର୍ଯ୍ୟାୟରେ କଳା ଓ ବିଜ୍ଞାନ ବିଭାଗ ଖୋଲିବାକୁ ଥିବାରୁ ଏହି ବିଭାଗର ଶିକ୍ଷକ ନିଯୁକ୍ତି ଏବଂ ଭିତ୍ତିଭୂମି ପ୍ରସ୍ତୁତ କରାଯିବ। କଳା ଓ ବିଜ୍ଞାନରେ ଓଡ଼ିଆ ଓ ଇଂରାଜୀକୁ ବାଧ୍ୟତାମୂଳକ ବିଷୟ ଭାବେ ପଢ଼଼଼ାଯିବ।

ମାର୍ଚ୍ଚ ୧୦ ତାରିଖରୁ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ମାର୍ଚ୍ଚ ୧୦ ତାରିଖରୁ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ

ମାର୍ଚ୍ଚ ୧୦ ତାରିଖରୁ ଦ୍ୱିତୀୟ ସମେଟିଭ୍ ଆସେସମେଣ୍ଟ ପରୀକ୍ଷା ଦେବେ ପରୀକ୍ଷାର୍ଥୀ। ମାର୍ଚ୍ଚ ୧୦ରୁ ଆରମ୍ଭ ହୋଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏଥିନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

>