Loading...

ଶିକ୍ଷା ଓ ନିଯୁକ୍ତି

ଦିଲ୍ଲୀରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି  ଦଶମ, ଦ୍ୱାଦଶକୁ ଛାଡି ସବୁ କ୍ଲାସ୍‌ ହେବ ଅନଲାଇନ୍‌ରେ ପଢା

ଦିଲ୍ଲୀରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦଶମ, ଦ୍ୱାଦଶକୁ ଛାଡି ସବୁ କ୍ଲାସ୍‌ ହେବ ଅନଲାଇନ୍‌ରେ ପଢା

ଦିଲ୍ଲୀ ସରକାର ବାୟୁ ପ୍ରଦୂଷଣ ହେତୁ ଦୁଇ ଦିନ ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ, ବାୟୁ ଗୁଣବତ୍ତାର ଅବନତି ହେତୁ ନଭେମ୍ବର ୧୦ସୁଦ୍ଧା ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ଅନଲାଇନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ନଭେମ୍ବର ୪ରୁ ୧୭ ତାରିଖ ଯାଏଁ ଆବେଦନ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ନଭେମ୍ବର ୪ରୁ ୧୭ ତାରିଖ ଯାଏଁ ଆବେଦନ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର। ନଭେମ୍ବର ୪ ରୁ ୧୭ ତାରିଖ ଯାଏଁ ଆବେଦନ। ୧୪ ବିଭାଗରେ ପୁରସ୍କାର ପାଇଁ ହେବ ଆବେଦନ। www.msp.odisha.gov.in ରେ ହେବ ଆବେଦନ। ବିଭିନ୍ନ ବିଭାଗରେ ୫୯ ହଜାର ୧୦୯ଟି ପୁରସ୍କାର ଦିଆଯିବ।

ପ୍ରତିଦିନ ଇ-ସ୍ପେସ୍‌ରେ ଅପଲୋଡ ହେବ ପିଲା ଓ ଶିକ୍ଷକଙ୍କ ଉପସ୍ଥାନ

ପ୍ରତିଦିନ ଇ-ସ୍ପେସ୍‌ରେ ଅପଲୋଡ ହେବ ପିଲା ଓ ଶିକ୍ଷକଙ୍କ ଉପସ୍ଥାନ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ଉପସ୍ଥାନର କଡ଼ାକଡ଼ି ଯାଞ୍ଚ ହେବ। ବିଭାଗ ଅନୁଯାୟୀ ଇ-ସ୍ପେସ୍‌ରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଦୈନିକ ଉପସ୍ଥାନ ଅପ୍‌ଲୋଡ୍‌ କରାଯିବ।

ୟୁଜି ଓ ପିଜି ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି

ୟୁଜି ଓ ପିଜି ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି

ସ୍ନାତକ(+୩) ପାଇଁ ଆସନ୍ତା ୪ତାରିଖରୁ ଓ ସ୍ନାତକୋତ୍ତର(ପିଜି) ପାଇଁ ୭ତାରିଖରୁ ସାମସ୍‌‌ ୱେବସାଇଟ୍‌‌ରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ।

ଉଚ୍ଚଶିକ୍ଷା ବିଭାଗର ନିର୍ଦେଶନୁସାରେ ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ WiFi ବାଧ୍ୟତାମୂଳକ

ଉଚ୍ଚଶିକ୍ଷା ବିଭାଗର ନିର୍ଦେଶନୁସାରେ ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ WiFi ବାଧ୍ୟତାମୂଳକ

ରାଜ୍ୟର ସବୁ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ହେବ WiFi ଯୁକ୍ତ ।  ଛାତ୍ର ଛାତ୍ରୀଙ୍କୁ ମିଳିବ ମାଗଣା WiFi । ଯାହାକି ଛାତ୍ରଛାତ୍ରୀଙ୍କୁ ପାଠପଢିବାରେ ସୁବିଧା ଯୋଗାଇବ  । ଯାହା ଫଳରେ ଶୈକ୍ଷିକ ବାତାବରଣରେ ଉନ୍ନତି ଆସିପାରିବ।

ଆଜିଠୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ

ଆଜିଠୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ପଞ୍ଜୀକରଣ ଆରମ୍ଭ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ଭୁବନେଶ୍ୱର ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା-୨୦୨୪ ନିମନ୍ତେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେଉଛି ।

ନଭେମ୍ବର ୨୯ ତାରିଖରୁ ଶିକ୍ଷକମାନେ ଶିକ୍ଷାସ୍ଥାନ ତଥା ନିଜ ସ୍ଥାନକୁ ବଦଳି ପାଇଁ ଆବେଦନ କରିପାରିବେ

ନଭେମ୍ବର ୨୯ ତାରିଖରୁ ଶିକ୍ଷକମାନେ ଶିକ୍ଷାସ୍ଥାନ ତଥା ନିଜ ସ୍ଥାନକୁ ବଦଳି ପାଇଁ ଆବେଦନ କରିପାରିବେ

ଶିକ୍ଷକଙ୍କ ବଦଳି ପାଇଁ ରାଜ୍ୟ ସରକାର ନୂତନ ଗାଇଡ୍‌ଲାଇନ କରିଥିଲେ। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୯ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।

>