Loading...

ଶିକ୍ଷା ଓ ନିଯୁକ୍ତି

ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ଭାରତ ଲେଖିବାନେଇ ପ୍ରସ୍ତାବ ଦେଲା ଏନ୍‌ସିଇଆରଟି

ପାଠ୍ୟ ପୁସ୍ତକରେ ଇଣ୍ଡିଆ ବଦଳରେ ଭାରତ ଲେଖିବାନେଇ ପ୍ରସ୍ତାବ ଦେଲା ଏନ୍‌ସିଇଆରଟି

ନ୍‌ସିଇଆର୍‌ଟି (ଜାତୀୟ ଶୈକ୍ଷିକ ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ) କମିଟିର ଏକ ପ୍ରସ୍ତାବ ଅନୁଯାୟୀ ଆଗକୁ ଏନ୍‌ସିଇଆରଟି ପାଠ୍ୟପୁସ୍ତକରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ଲେଖାଯିବ।

ପ୍ରତି ସୋମବାର ନୁହେଁ, ମାସର ଗୋଟିଏ ସୋମବାର କଲେଜ ଛାତ୍ରୀଛାତ୍ର ଶୁଣିବେ ହକି ଗାଥା

ପ୍ରତି ସୋମବାର ନୁହେଁ, ମାସର ଗୋଟିଏ ସୋମବାର କଲେଜ ଛାତ୍ରୀଛାତ୍ର ଶୁଣିବେ ହକି ଗାଥା

କଲେଜ ଛାତ୍ରୀଛାତ୍ର ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା ଶୁଣିବେ। ପ୍ରତି ସୋମବାର କଲେଜରେ ପିଲାଙ୍କୁ ଏକାଠି କରି ବାର୍ତ୍ତା ଦିଆଯିବା ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହରେ ନିଷ୍ପତ୍ତି ହୋଇଥିଲା।

୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଦଶହରା ଛୁଟି ପାଇବେ ଛାତ୍ରଛାତ୍ରୀ

୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ଦଶହରା ଛୁଟି ପାଇବେ ଛାତ୍ରଛାତ୍ରୀ

ଦୁର୍ଗାପୂଜା ଓ ଗଜଲକ୍ଷ୍ମୀ ପୂଜା ପାଇଁ ରାଜ୍ୟରେ ଆସନ୍ତା ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ରହିବ। ପୂଜା ଛୁଟି ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଣିକି ସହଜ ହେବ ପରୀକ୍ଷା, ଖୋଲିଲା ପ୍ରଶ୍ନ ପତ୍ର (Quetion) ବ୍ଯାଙ୍କ

ଏଣିକି ସହଜ ହେବ ପରୀକ୍ଷା, ଖୋଲିଲା ପ୍ରଶ୍ନ ପତ୍ର (Quetion) ବ୍ଯାଙ୍କ

ଏଥର ଯୁକ୍ତ୨ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ସହଜ ହେଲା ପରୀକ୍ଷା। ପ୍ରଥମଥର ପାଇଁ ପରିଷଦ ପକ୍ଷରୁ କୋଶ୍ଚିନ ବ୍ୟାଙ୍କ ପ୍ରକାଶ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହମ୍ମଦ ଘୋରିଙ୍କ ସହ ତୁଳନା କଲେ ଅନଏକାଡେମୀ ଶିକ୍ଷକ ଅବଧ ଓଝା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମହମ୍ମଦ ଘୋରିଙ୍କ ସହ ତୁଳନା କଲେ ଅନଏକାଡେମୀ ଶିକ୍ଷକ ଅବଧ ଓଝା

ଅବଧ ଓଝା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅତ୍ୟାଚାରୀ ମୋଗଲ ଶାସକ ମହମ୍ମଦ ଘୋରିଙ୍କ ସହ ତୁଳନା କରିଛନ୍ତି । ଏହାକୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅକ୍ଟୋବର ୩ରୁ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା

ଅକ୍ଟୋବର ୩ରୁ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା

୨୦୨୩-୨୪ ଶିକ୍ଷାବର୍ଷ ପାଇଁ ରାଜ୍ୟରେ ଥିବା ବିଶ୍ୱବିଦ୍ୟାଳୟରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ନିମନ୍ତେ ଗୁରୁବାର ମେଧା ତାଲିକା ପ୍ରକାଶ ପାଇଛି।

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘକୁ ବୈଠକ ପାଇଁ ସିଏମଓ ଅଫିସରୁ ସ୍ୱତନ୍ତ୍ର ଡାକରା

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘକୁ ବୈଠକ ପାଇଁ ସିଏମଓ ଅଫିସରୁ ସ୍ୱତନ୍ତ୍ର ଡାକରା

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘକୁ ବୈଠକ ପାଇଁ ସିଏମଓ ଅଫିସରୁ ସ୍ୱତନ୍ତ୍ର ଡାକରା । ୨୬ ତାରିଖରେ ହେବାକୁ ଥିବା ଶିକ୍ଷକ ମହାସମାବେଶରେ ୮ଟି ପ୍ରାଥମିକ ଶିକ୍ଷକ ସଙ୍ଗଠନ ସାମିଲ ହେବା ନେଇ ଘୋଷଣା ପରେ ରାଜ୍ୟ ସରକାର ଆଜି ପୁଣିଥରେ ତତ୍ପରତା ଦେଖାଇଛନ୍ତି।

>