Loading...

ଶିକ୍ଷା ଓ ନିଯୁକ୍ତି

ବିଦ୍ୟାଳୟକୁ ଫେରୁନାହାନ୍ତି ଶିକ୍ଷକଶିକ୍ଷୟତ୍ରୀ, ୨୬ରେ ରାଜଧାନୀରେ ମହାସମାବେଶ ପାଇଁ ପ୍ରସ୍ତୁତି

ବିଦ୍ୟାଳୟକୁ ଫେରୁନାହାନ୍ତି ଶିକ୍ଷକଶିକ୍ଷୟତ୍ରୀ, ୨୬ରେ ରାଜଧାନୀରେ ମହାସମାବେଶ ପାଇଁ ପ୍ରସ୍ତୁତି

ସାରା ରାଜ୍ୟର ସ୍କୁଲରେ ପାଠପଢ଼ା ଏକପ୍ରକାର ଠପ୍‌ ହୋଇଯାଇଛି। ଅନେକ ସ୍କୁଲରେ ଏବେ ବି ତାଲା ଝୁଲୁଛି। ଆଉ ଯେଉଁ ସ୍କୁଲ ଖୋଲା ରହିଛି ସେଠାରେ ପାଠପଢ଼ା ହେଉ ନାହିଁ।

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ୨୬ରୁ ଆନ୍ଦୋଳନକୁ ଓହ୍ଲାଇବେ ହାଇସ୍କୁଲ ଶିକ୍ଷକ

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ୨୬ରୁ ଆନ୍ଦୋଳନକୁ ଓହ୍ଲାଇବେ ହାଇସ୍କୁଲ ଶିକ୍ଷକ

ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଚାଲିଥିବାବେଳେ ୨୬ରୁ ଆନ୍ଦୋଳନକୁ ଓହ୍ଲାଇବେ ହାଇସ୍କୁଲ ଶିକ୍ଷକ। ରାଜ୍ୟ ସରକାର ସେପ୍ଟେମ୍ବର ୨୫ତାରିଖ ସୁଦ୍ଧା ଏସବୁ ଦାବି ଦିଗରେ ପଦକ୍ଷେପ ନନେବେ ତା’ହେଲେ ରାଜ୍ୟର ପ୍ରାୟ ୪୮୪୮ଟି ହାଇସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀମାନେ ସମୂହ ଛୁଟିରେ ଯିବାକୁ ବାଧ୍ୟ ହେବେ ।

ପୁଣି ବଢିଲା +୩ ନାମଲେଖା ଅବଧି

ପୁଣି ବଢିଲା +୩ ନାମଲେଖା ଅବଧି

ରାଜ୍ୟରେ ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖାପାଇଁ ଆବେଦନ ସମୟସୀମା ବୃଦ୍ଧି କରାଯାଇଛି । ପୂର୍ବରୁ ଆବେଦନର ଶେଷ ତାରିଖ ଚଳିତ ମାସ ୧୩ ଥିବାବେଳେ ଏବେ ଏହାକୁ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି

୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି

ରାଜ୍ୟର ନିଯୁକ୍ତି ପାଇବେ ୨୦ ହଜାର କନିଷ୍ଠ ଶିକ୍ଷକ । ରାଜ୍ୟରେ ପ୍ରାଥମିକ ଶିକ୍ଷକ ଅଭାବ ପୂରଣ ପାଇଁ ସେମାନଙ୍କୁ ବର୍ଷିକିଆ ଚୁକ୍ତି ଅର୍ଥାତ ସ୍କିମେଟିକ୍ ଭାବେ ନିଯୁକ୍ତି ଦିଆଯିବ ।

ଆଜି ଗୁରୁଙ୍କ ପାଇଁ ଦିନଟିଏ, ଗୁରୁଦିବସରେ ମନେପଡନ୍ତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ

ଆଜି ଗୁରୁଙ୍କ ପାଇଁ ଦିନଟିଏ, ଗୁରୁଦିବସରେ ମନେପଡନ୍ତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ

ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ ଗୁରୁଦିବସ।ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି ।

ଆଜିଠୁ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ

ଆଜିଠୁ ଆରମ୍ଭ ହେଉଛି ଦ୍ବିତୀୟ ପର୍ଯ୍ୟାୟ ଯୁକ୍ତଦୁଇ ନାମଲେଖା ପାଇଁ ଆବେଦନ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ତିନି ନାମଲେଖା ସରିଛି । ତେବେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ବ୍ୟାପକ ସିଟ୍‌ ବଳକା ପଡିବା ପରେ ଆଜିଠୁ ୟୁଜି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପକ୍ରିୟା ଆରମ୍ଭ ହେବ।

ସାର୍ଟିଫିକେଟ୍‌ରେ ଆଧାର ନମ୍ବର ନଦେବାକୁ UGCର ଚେତାବନୀ

ସାର୍ଟିଫିକେଟ୍‌ରେ ଆଧାର ନମ୍ବର ନଦେବାକୁ UGCର ଚେତାବନୀ

ବିଶ୍ବବିଦ୍ୟାଳୟଗୁଡ଼ିକ ଦ୍ବାରା ପ୍ରଦାନ କରାଯାଉଥିବା ପ୍ରୋଭିଜିନାଲ ସାର୍ଟିଫିକେଟ୍ ଏବଂ ଡିଗ୍ରୀରେ ଛାତ୍ରଛାତ୍ରୀଙ୍କ ଆଧାର ନମ୍ବର ପ୍ରଦର୍ଶନ ହୋଇପାରିବନି।

ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବେ ଓଡିଶାର ଦୁଇଜଣ ଶିକ୍ଷକ

ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବେ ଓଡିଶାର ଦୁଇଜଣ ଶିକ୍ଷକ

ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩ ପାଇବାକୁ ଓଡିଶାର ଦୁଇ ଶିକ୍ଷକ ଯୋଗ୍ୟ ବିବେଚିତ ହୋଇ ଓଡ଼ିଶାକୁ ଗୌରବାନ୍ଵିତ କରିଛନ୍ତି। ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ କେନ୍ଦୁଆପଦା ନୋଡାଲ ହାଇସ୍କୁଲର ପ୍ରଧାନଶିକ୍ଷକ ଶଶିଶେଖର ଜେମା ଓ ଜଗତସିଂହପୁର ସ୍ଥିତ ବୃନ୍ଦାବନ ସରକାରୀ ହାଇସ୍କୁଲରେ ଶିକ୍ଷକତା କରୁଥିବା ସୁବାସ ଚନ୍ଦ୍ର ରାଉତ।

>