Loading...

ଶିକ୍ଷା ଓ ନିଯୁକ୍ତି

ଓଡିଶାରେ ରେକର୍ଡ ସଂଖ୍ୟକ ପାସ ହାରକୁ ନେଇ ଚିନ୍ତାରେ ଶିକ୍ଷାବିଭାଗ, ଧନ୍ଦାମୂଳକ ଶିକ୍ଷାକୁ ଫୋକସ

ଓଡିଶାରେ ରେକର୍ଡ ସଂଖ୍ୟକ ପାସ ହାରକୁ ନେଇ ଚିନ୍ତାରେ ଶିକ୍ଷାବିଭାଗ, ଧନ୍ଦାମୂଳକ ଶିକ୍ଷାକୁ ଫୋକସ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖକ ପିଲା ପାସ କରିବା ପରେ ଏବେ ବିଭାଗକୁ ବଢ଼ିଛି ସିଟ୍ ଚିନ୍ତା । ପିଲାଙ୍କ ପାସ୍ ହାର ତୁଳନାରେ ସିଟ୍ ସଂଖ୍ୟା କମ ରହିଥିବାବେଳେ କିଭଳି ଏହା ସଠିକଭାବେ ପରିଚାଳିଚିତ ହେବ ଏହା ଏବେ ବଡ ଚ୍ୟାଲେଞ୍ଜ।

ଚଳିତ ବର୍ଷର ପାସ ହାରକୁ କେନ୍ଦ୍ରକରି ବଢିବ ଯୁକ୍ତ୨ ସିଟ

ଚଳିତ ବର୍ଷର ପାସ ହାରକୁ କେନ୍ଦ୍ରକରି ବଢିବ ଯୁକ୍ତ୨ ସିଟ

ଏ ବର୍ଷ ରେକର୍ଡ ସଂଖ୍ୟକ ପିଲା ମାଟ୍ରିକ ପାସ କରିଛନ୍ତି। ପାସହାର ଅଧିକ ଥିବାରୁ ସବୁ ପିଲା ଯୁକ୍ତ୨ ସିଟ ନ ପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଚଳିତ ବର୍ଷ ଚଳିତ ବର୍ଷର ପାସ ହାରକୁ କେନ୍ଦ୍ରକରି ବଢିବ ଯୁକ୍ତ୨ ସିଟ ବଢାଇବା ନେଇ ଚିନ୍ତା କରୁଛନ୍ତି ଶିକ୍ଷା ବିଭାଗ।

ମେ’ ଶେଷ ସପ୍ତାହରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ଓ ଜୁନ୍‌ ୧୦ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ମେ’ ଶେଷ ସପ୍ତାହରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ଓ ଜୁନ୍‌ ୧୦ ତାରିଖ ସୁଦ୍ଧା କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ମେ’ ଶେଷ ସପ୍ତାହରେ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପ୍ରାୟ ୧ ଲକ୍ଷ ୩୦ ହଜାର ପରୀକ୍ଷାର୍ଥୀଙ୍କ ଫଳ ପ୍ରକାଶ ପାଇବ।

ଆସିଲା ମାଟ୍ରିକ ପରୀକ୍ଷା ଫଳ

ଆସିଲା ମାଟ୍ରିକ ପରୀକ୍ଷା ଫଳ

ପ୍ରକାଶ ପାଇଛି ମାଟିକ ରେଜଲ୍ଟ। ଏନେଇ କଟକ ବୋର୍ଡ ଅଫିସରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୂର୍ବାହ୍ନ ୧୦ଟାରେ ଏହି ପୁସ୍ତିକା ଉନ୍ମୋଚନ କରିଛନ୍ତି।

ଆଉ ଦୁଇଦିନ ପରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ

ଆଉ ଦୁଇଦିନ ପରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ

ଗୁରୁବାର ଦିନ ୧୦ଟାରେ ବୋର୍ଡ ୱେବ ସାଇଟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ଏନେଇ ସୂଚନା ଦେଇଛନ୍ତି ବୋର୍ଡର ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି।

ଏଣିକି ୭ ବର୍ଷ ନୁହେଁ ଥରେ OTET ପାସ କଲେ ଜୀବନବ୍ୟାପୀ ବୈଧତା ଘୋଷଣା କଲେ ରାଜ୍ୟସରକାର

ଏଣିକି ୭ ବର୍ଷ ନୁହେଁ ଥରେ OTET ପାସ କଲେ ଜୀବନବ୍ୟାପୀ ବୈଧତା ଘୋଷଣା କଲେ ରାଜ୍ୟସରକାର

ରାଜ୍ୟ ସରକାର ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ବୈଧତା ସୀମା ବୃଦ୍ଧି କରିଛନ୍ତି। ଥରେ ଓଟିଇଟି ପାସ୍‌ କଲେ ଆଉ ପରୀକ୍ଷା ଦେବାକୁ ପଡ଼ିବ ନାହିଁ।

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ : ପାସ୍‌‌ ହାର ୯୩.୧୨%

ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ : ପାସ୍‌‌ ହାର ୯୩.୧୨%

ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ । ଚଳିତ ବର୍ଷର ପାସ୍‌‌ ହାର ୯୩.୧୨%।ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାର୍କକୁ ନେଇ ପ୍ରତିଯୋଗିତାକୁ ଏଡାଇବା ପାଇଁ ସିବିଏସଇ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଡିଭିଜନକୁ ବାଦ ଦିଆଯାଇଛି ।

>