Loading...

ମନୋରଞ୍ଜନ

ଠକେଇ ମାମଲାରେ ଜରିନ ଖାନଙ୍କୁ ମିଳିଲା ଅନ୍ତରୀଣ ଜାମିନ

ଠକେଇ ମାମଲାରେ ଜରିନ ଖାନଙ୍କୁ ମିଳିଲା ଅନ୍ତରୀଣ ଜାମିନ

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଏକ କୋର୍ଟ ସୋମବାର ନରକେଲଡଙ୍ଗା ପୁଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏକ ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ

ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ

ଯେ କୌଣସି ସମୟରେ ଗିରଫ ହୋଇପାରନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଯୌନ ନିର୍ଯାତନା ମାମଲାରେ ସୌରିନଙ୍କ ବିରୋଧରେ ଏନବିଡବ୍ଲୁ ଜାରି କରିବା ଆବେଦନକୁ ଗ୍ରହଣ କରିଛନ୍ତି କୋର୍ଟ।

ଚିରନିଦ୍ରାରେ ଭେଟେରାନ ବଲିଉଡ୍ ଅଭିନେତା ଜୁନିଅର ମେହମୁଦ

ଚିରନିଦ୍ରାରେ ଭେଟେରାନ ବଲିଉଡ୍ ଅଭିନେତା ଜୁନିଅର ମେହମୁଦ

କ୍ୟାନସର ଲଢେଇରେ ହାରିଗଲେ ଅଭିନେତା ଜୁନିଅର ମେହମୁଦ୍ । ଗୁରୁବାର ରାତି ପ୍ରାୟ ୨ଟା ବେଳେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।

ରିଲ୍‌ରୁ ରିୟଲ୍‌ ଲାଇଫ୍‌ ଭିଲେନ ସାଜିଲେ ଅଭିନେତା ଭୂପେନ୍ଦ୍ର ସିଂହ, ହତ୍ୟା ଅଭିଯୋଗରେ ଗିରଫ କଲା ପୋଲିସ

ରିଲ୍‌ରୁ ରିୟଲ୍‌ ଲାଇଫ୍‌ ଭିଲେନ ସାଜିଲେ ଅଭିନେତା ଭୂପେନ୍ଦ୍ର ସିଂହ, ହତ୍ୟା ଅଭିଯୋଗରେ ଗିରଫ କଲା ପୋଲିସ

ନିଜ ପୌତୃକ ଗାଁର ଚାଷ ଜମିରେ ଲାଗିଥିବା ଏକ ଗଛକୁ ନେଇ ଗାଁର ଜଗଦୀପ ନାମକ ଜଣେ ବ୍ୟକ୍ତିଙ୍କ ସହ ଭୂପେନ୍ଦ୍ରଙ୍କ ଝଗଡା ହୋଇଥିଲା। ତେବେ ଏହି ଝଗଡା ମାରପିଟ୍‌ ଯାଏଁ ଯାଇଥିଲା। ରାଗିଯାଇ ଅଭିନେତା ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

ଆରପାରିରେ ଲୋକପ୍ରିୟ ଟିଭି ସୋ’ ସିଆଇଡିର ଇନ୍ସପେକ୍ଟର ଫ୍ରେଡିକ୍ସ

ଆରପାରିରେ ଲୋକପ୍ରିୟ ଟିଭି ସୋ’ ସିଆଇଡିର ଇନ୍ସପେକ୍ଟର ଫ୍ରେଡିକ୍ସ

ଲୋକପ୍ରିୟ ଶୋ CIDରେ ଇନ୍ସପେକ୍ଟର ଫ୍ରେଡିକ୍ସ ଚରିତ୍ରରେ ଅଭିନୟ କରୁଥିବା ଦୀନେଶ ଫଡ଼ନୀସ ଆଉ ନାହାନ୍ତି । କିଛି ଦିନ ହେଲା ହାର୍ଟ ଆଟାକ୍ ଆସିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହେଇଥିଲେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ

ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ

ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।

ଫିଲ୍ମ ଫ୍ରାଇଡେରେ ଏକାସାଙ୍ଗରେ ରିଲିଜ ହେଲା ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ

ଫିଲ୍ମ ଫ୍ରାଇଡେରେ ଏକାସାଙ୍ଗରେ ରିଲିଜ ହେଲା ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ

ଫିଲ୍ମ ଫ୍ରାଇଡେରେ ଏକାସାଙ୍ଗରେ ରିଲିଜ ହେଲା ଭିକି କୌଶଲଙ୍କ ସାମ ବାହାଦୂର ଓ ରଣବୀର କପୁରଙ୍କ ଆନିମଲ। କାରଗିଲ ଯୁଦ୍ଧର ହିରୋଙ୍କୁ ନେଇ ପ୍ରସ୍ତୁତ ସାମ୍ ବାହାଦୂର ଓ ଏକ ଗ୍ୟାଙ୍ଗଷ୍ଟାର ଡ୍ରାମାଭିତିକ ସିନେମା ଆନିମାଲ ମଧ୍ୟରେ ହେବ ଲଢେଇ।

ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା

ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା

ହାତକୁ ଦୁଇ ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ରଣଦୀପ ହୁଡ୍ଡା। ୪୭ ବର୍ଷ ବୟସରେ ପ୍ରେମିକା ଲିନ୍‌ ଲାଶରମ୍‌ଙ୍କ ହାତ ଧରିବେ ସେ। ଏହି ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଅଭିନେତା ସୋସିଆଲ ମିଡିଆ ଜରିଆରେ ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି।

>