Loading...

ମନୋରଞ୍ଜନ

ଆସନ୍ତାକାଲି ଇଡିରେ ହଜାର ହେବେ ଜ୍ୟାକଲିନ

ଆସନ୍ତାକାଲି ଇଡିରେ ହଜାର ହେବେ ଜ୍ୟାକଲିନ

ଜ୍ୟାକଲିନ୍ଙ୍କୁ ପୁଣି ହୋଇଛି ସମନ । ମନି ଲଣ୍ଡରିଂ ମାମଲାରେ ସମନ ଜାରି କରିଛି ଦିଲ୍ଲୀ ପୋଲିସର EOW । ସେପ୍ଟେମ୍ବର ୧୪ ତାରିଖରେ ହାଜର ହେବାକୁ ସମନ ହୋଇଛି ତାଙ୍କୁ । ପୂର୍ବରୁ ଜ୍ୟାକଲିନଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଛି ।

ରାଖୀଙ୍କ ବିରୋଧରେ ଏଫ୍‌ଆଇଆର୍‌

ରାଖୀଙ୍କ ବିରୋଧରେ ଏଫ୍‌ଆଇଆର୍‌

ପୁଣି ସମସ୍ୟାରେ ପଡ଼ିଛନ୍ତି କଣ୍ଟ୍ରୋଭର୍ସି କୁଇନ୍ ରାଖୀ ସାୱନ୍ତ। ତାଙ୍କ ନାଁରେ ଥାନାରେ ଦିଆଯାଇଛି ଏଫ୍‌ଆଇଆର। ଆଦିବାସୀଙ୍କ ପୋଷାକକୁ ଉପହାସ କରିବା ଅଭିଯୋଗରେ ଝାଡ଼ଖଣ୍ଡର ରାଞ୍ଚିରେ ତାଙ୍କ ବିରୋଧରେ ଦିଆଯାଇଛି ଏଫ୍‌ଆଇଆର୍‌।

ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ନାଗା ଚୈତନ୍ୟ!

ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି ନାଗା ଚୈତନ୍ୟ!

ସାଉଥର ଚର୍ଚ୍ଚିତ ଯୋଡି ସାମନ୍ଥା ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି । ହଠାତ୍‌ ସେମାନଙ୍କର ଅଲଗା ହେବାର ଖବର ତାଙ୍କର ଫ୍ୟାନ୍ସମାନଙ୍କୁ ଆଶ୍ଚର୍ୟ୍ୟ କରିଦେଇଥିଲା ।

ଦେଶ ପାଇଁ ରୌପ୍ୟ ପଦକ ଜିତିଲେ ଆର.ମାଧବନଙ୍କ ପୁଅ ବେଦାନ୍ତ

ଦେଶ ପାଇଁ ରୌପ୍ୟ ପଦକ ଜିତିଲେ ଆର.ମାଧବନଙ୍କ ପୁଅ ବେଦାନ୍ତ

ବେଦାନ୍ତ ମାଧବନ ଏବେ ବାପା ଓ ଦେଶର ଗୌରବ ବଢ଼ାଇ ଡେନିସ୍‌ ଓପନ୍‌ ୨୦୨୨ରେ ରୌପ୍ୟ ପଦକ ଜିତିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଆର.ମାଧବନ୍‌ ଏହି ଖୁସି ଖବର ସେୟାର କରିଛନ୍ତି।

‌‌କେଜିଏଫ୍‌ ପାଇଁ ରାତି ୨ଟାରୁ ସିନେମା ହଲରେ ଭିଡ଼

‌‌କେଜିଏଫ୍‌ ପାଇଁ ରାତି ୨ଟାରୁ ସିନେମା ହଲରେ ଭିଡ଼

ରାତି ପ୍ରାୟ ୨ଟା ହେବ। ପୂରା ରାଜଧାନୀ ଶୋଇ ସାରିଥାଏ। ସବୁଆଡ଼ ଶୂନ୍‌ଶାନ୍‌। ଜାତୀୟ ରାଜପଥରେ ଧାଡ଼ି ବାନ୍ଧି ଯାଉଥିବା ଟ୍ରକ୍‌ଗୁଡ଼ିକର ଖାଲି ଯାହା ସୋର୍‌ଶବ୍ଦ ଥିଲା। କିନ୍ତୁ ଠିକ୍‌ ଏତିକିବେଳେ ସିନେମା ହଲ୍‌ ‘ମହାରାଜା’ ଆଗ‌ରେ ଭିଡ଼ ଜମି ଯାଇଥିଲା।

ସାତ ଜନ୍ମର ସାଥୀ ହେଲେ ରଣବୀର-ଆଲିଆ

ସାତ ଜନ୍ମର ସାଥୀ ହେଲେ ରଣବୀର-ଆଲିଆ

ବିବାହ ବନ୍ଧନରେ ଆବଦ୍ଧ ହେଲେ ହଟ୍ ଯୋଡି ରଣବୀର-ଆଲିଆ। ରୀତିନୀତି ସହ ସରିଲା ବିବାହ। ପତି ପିତ୍ନୀ ବନିଲେ ରଣବୀର-ଆଲିଆ। ତେବେ ବିବାହ ପରେ ସାମ୍ନାକୁ ଆସିଲା ଆଲିଆ-ରଣବୀରଙ୍କ ବର-ବଧୂ ବେଶର ଫଟୋ। ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ବିବାହ ପରେ ଏବେ ଦୁହିଁଙ୍କ ଫଟୋ ସାମ୍ନକୁ ଆସିଛି।

ରେଖାଙ୍କ ପ୍ରେମିକ ପ୍ରବର ତାଲିକାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଙ୍କ ନାଁ

ରେଖାଙ୍କ ପ୍ରେମିକ ପ୍ରବର ତାଲିକାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଙ୍କ ନାଁ

ରେଖାଙ୍କ ପାଇଁ ପାଗଳ ଥିଲେ ଇମ୍ରାନ୍‌। ତାଙ୍କ ପ୍ରମରେ ସେ ହେଉଥିଲେ ଉବୁଟୁବୁ। ଏପରିକି ସେ ରେଖାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ। ସେହିପରି ଇମ୍ରାନ୍‌ ଖାନ୍‌ଙ୍କ ସହ ସମ୍ପର୍କକୁ ନେଇ ରେଖା ମଧ୍ୟ ଅନେକ ଚର୍ଚ୍ଚାକୁ ଆସିଥିଲେ।

>