Loading...

ବେଲଜିୟମ-ଜର୍ମାନୀ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ମହାସମର

ବେଲଜିୟମ-ଜର୍ମାନୀ ମଧ୍ୟରେ କଳିଙ୍ଗ ଷ୍ଟାଡିୟମରେ ମହାସମର

ଆଜି ହକି ବିଶ୍ବକପ ମହାସମର । ସୁପର ସନଡେରେ ସୁପର ମୁକାବିଲା । କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବକପ୍ ମୁକୁଟ ହାତେଇବାକୁ ମୁହାଁମୁହିଁ ହେବେ ବେଲଜିୟମ୍ ଓ ଜର୍ମାନୀ । କିଏ ଜିତିବ ହକି ବିଶ୍ବକପ୍ ମୁକୁଟ ତାକୁ ନେଇ ହକି ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ।

ଗତ ବିଶ୍ବକପ ଚାମ୍ପିଅନ ବେଲଜିୟମ ପୁଣି ଥରେ ବିଶ୍ବ ବିଜୟୀ ହେବାକୁ ପ୍ରସ୍ତୁତ ଥିବା ବେଳେ ଜର୍ମାନୀ ମଧ୍ୟ କଡା ଟକ୍କର ଦେବାକୁ ତୟାର । ପ୍ରତି ମ୍ୟାଚରେ ସଂଘର୍ଷ କରି ଫାଇନାଲ ଟିକେଟ୍ ହାତେଇ ଥିବା ଜର୍ମାନୀ ବେଲଜିୟମକୁ ମାତ ଦେଇ ବିଶ୍ବ ବିଜୟୀ ହେବାକୁ ଯୋଜନା ପ୍ରସ୍ତୁତ କରିଛି । ସେପଟେ ତୃତୀୟ ସ୍ଥାନ ପାଇଁ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ ମଧ୍ୟରେ ଟକ୍କର ହେବ ।

ଗତ ଶୁକ୍ରବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଦୁଇଟି ସେମିଫାଇନାଲ୍ ମଧ୍ୟରୁ ପ୍ରଥମ ମ୍ୟାଚରେ ଜର୍ମାନୀ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ହରାଇଥିବା ବେଳେ ଦ୍ବିତୀୟ ମ୍ୟାଚରେ ବେଲଜିୟମ୍ ୩-୨ ଗୋଲରେ ନେଦରଲାଣ୍ଡସକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.