Loading...

ଆଜି ବଲିଉଡ ଦବଙ୍ଗ ଓରଫ ସଲମାନ ଖାଁଙ୍କ ଜନ୍ମଦିନ

ଆଜି ବଲିଉଡ ଦବଙ୍ଗ ଓରଫ ସଲମାନ ଖାଁଙ୍କ ଜନ୍ମଦିନ

ଆଜି ହେଉଛି ବଲିଉଡ ଦବଙ୍ଗ ଓରଫ ସଲମାନ ଖାଁଙ୍କ ଜନ୍ମଦିନ । ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି ସଲମାନ୍ ।

ଆଜି ହେଉଛି ବଲିଉଡ ଦବଙ୍ଗ ଓରଫ ସଲମାନ ଖାଁଙ୍କ ଜନ୍ମଦିନ । ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି ସଲମାନ୍ । ତାଙ୍କ ଜନ୍ମଦିନ ଅବସରରେ ଚାରିଆଡୁ ଫ୍ୟାନ୍ସମାନଙ୍କର ଶୁଭେଚ୍ଛାର ଶୁଅ ଛୁଟୁଛି ।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାନଭେଲ ଫାର୍ମହାଉସରେ ପରିବାର ଓ ବନ୍ଧୁମାନଙ୍କ ସହ ଜନ୍ମ ପାଳନ ପାଇଁ ଯାଇଥିଲେ ସଲମାନ । କିନ୍ତୁ ଜନ୍ମଦିନ ପାଳନ କରିବାର ଗୋଟେଦିନ ପୂର୍ବରୁ ରବିବର ରାତିରେ ସଲମାନଙ୍କୁ ଏକ ସାପ କାମୁଡିଦେଇଥିଲା । ଏହାପରେ ତାଙ୍କ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ପରେ ପରିବାର ସଦସ୍ୟଙ୍କ ସହ ଜନ୍ମଦିନ ପାଳନ କରିଥିଲେ ସଲମାନ ।

ପଢନ୍ତୁ: ଆଜି ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରା, ଭବାନୀପାଟଣାରେ ୧୪୪ ଧାରା ଜାରି

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.