Loading...

ନ୍ୟୁଜ୍

ଶେଷ ଦିନରେ  ବାଲିଯାତ୍ରା, ୨ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେୟର

ଶେଷ ଦିନରେ ବାଲିଯାତ୍ରା, ୨ ଦିନ ବଢ଼ାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେୟର

ଆଜି କଟକ ଐତିହାସିକ ବାଲିଯାତ୍ରାର ଶେଷ ଦିନ। ଆଜି ଶେଷଦିନରେ ବାଲିଯାତ୍ରାରେ ଅସମ୍ଭବ ଭିଡ଼ ହେବାର ଆଶଙ୍କା ରହିଛି । ଗତ ଦୁଇଦିନ ହେଲା ବାଲିଯାତ୍ରାରେ ଜନସମୁଦ୍ର ପରିସ୍ଥିତି ସୃଷ୍ଟି ହେଉଛି । ଉପର ଓ ତଳ ବାଲିଯାତ୍ରା ପଡିଆରେ ଲୋକଙ୍କର ଖଚାଖଚ ଭିଡ଼ ଲାଗୁଛି ।

ଆଜି ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ପାଇଁ ୫ ଘଣ୍ଟା ସାଧାରଣ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ

ଆଜି ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ପାଇଁ ୫ ଘଣ୍ଟା ସାଧାରଣ ଦର୍ଶନରୁ ବଞ୍ଚିତ ରହିବେ ଭକ୍ତ

ଆଜି ମାର୍ଗଶିର କୃଷ୍ଣ ସପ୍ତମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ମଧ୍ୟାନ୍ନ ଧୂପ ବଢି ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଦଇତାପତି ମାନେ ଗର୍ଭଗୃହକୁ ପ୍ରବେଶ କରି ଏହି ଗୁପ୍ତ ନୀତିକୁ ସମ୍ପର୍ଣ୍ଣ କରିବେ ।

ବାତ୍ୟା ରୂପ ନେଲା ‘ମିଗ୍‌ଜୋମ୍‌’: ପ୍ରଭାବରେ ଆଜିଠୁ ଓଡିଶାରେ ତିନିଦିନ ବର୍ଷା

ବାତ୍ୟା ରୂପ ନେଲା ‘ମିଗ୍‌ଜୋମ୍‌’: ପ୍ରଭାବରେ ଆଜିଠୁ ଓଡିଶାରେ ତିନିଦିନ ବର୍ଷା

ବାତ୍ୟା ପ୍ରଭାବରେ ଓଡ଼ିଶାରେ ୩ଦିନ ଭାରି ବର୍ଷାର ସମ୍ଭାବନା ରହିଥିବାରୁ ଏନେଇ ସତର୍କ କରିଛି ପାଣିପାଗ ବିଭାଗ। ପ୍ରବଳ ବର୍ଷାର ପୂର୍ବାନୁମାନ କରି ସୋମବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲା ପାଇଁ ୟେଲୋ ୱାର୍ନିଂ ଜାରି ହୋଇଛି।

ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ

ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ

ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍‌ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।

ନୂଆବର୍ଷରେ ଉଦଘାଟନ ହେବ ବରମୁଣ୍ଡା ବସ ଟର୍ମିନାଲ

ନୂଆବର୍ଷରେ ଉଦଘାଟନ ହେବ ବରମୁଣ୍ଡା ବସ ଟର୍ମିନାଲ

ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।

ଗଡୁଛି ଦିନ, ଫେରୁନି ୯୭୬୦ କୋଟିର ୨୦୦୦ ଟଙ୍କିଆ ନୋଟ

ଗଡୁଛି ଦିନ, ଫେରୁନି ୯୭୬୦ କୋଟିର ୨୦୦୦ ଟଙ୍କିଆ ନୋଟ

ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬%  ୨ ହଜାର ଟଙ୍କିଆ ନୋଟ୍‌ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍‌ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସୂର୍ଯ୍ୟର ନିକଟତମ ‘ଲାଙ୍ଗ୍ରାଗିଆନ୍‌ ପଏଣ୍ଟ୍‌ ଏଲ୍‌୧’ ଚତୁଃପାର୍ଶ୍ବରେ ଥିବା ଗୋଟାଏ ଫାଙ୍କା କକ୍ଷପଥରେ ସ୍ଥାପନ ହେବ ‘ଆଦିତ୍ୟ-ଏଲ୍‌୧

ସୂର୍ଯ୍ୟର ନିକଟତମ ‘ଲାଙ୍ଗ୍ରାଗିଆନ୍‌ ପଏଣ୍ଟ୍‌ ଏଲ୍‌୧’ ଚତୁଃପାର୍ଶ୍ବରେ ଥିବା ଗୋଟାଏ ଫାଙ୍କା କକ୍ଷପଥରେ ସ୍ଥାପନ ହେବ ‘ଆଦିତ୍ୟ-ଏଲ୍‌୧

ଆଜି ‘ଇସ୍ରୋ’ ଭାରତୀୟ ସୌରଯାନ ‘ଆଦିତ୍ୟ-ଏଲ୍‌୧’ର ଦ୍ବିତୀୟ ଉପକରଣ ‘ଆଦିତ୍ୟ ସୋଲାର୍‌ ୱିଣ୍ଡ୍‌ ପାର୍ଟିକ୍ଲ୍‌ ଏକ୍ସପେରିମେଣ୍ଟ୍‌’କୁ (ଏଏସ୍‌ପିଇଏକ୍ସ୍‌) ସକ୍ରିୟ କରିବା ପରେ ତାହା କାର୍ଯ୍ୟକ୍ଷମ ହୋଇଥିବା କଥା ସୂଚନା ଦେଇଛି।

ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦେବନି ସିବିଏସଇ

ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦେବନି ସିବିଏସଇ

ଏଣିକି ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବୋର୍ଡ ପରୀକ୍ଷାରେ ଡିଭିଜନ ବା ଡିଷ୍ଟିନକ୍ସନ ଦିଆଯିବ ନାହିଁ । ଯଦି କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ବା ରୋଜଗାର ପାଇଁ ମାର୍କ ପ୍ରତିଶତ ଆବଶ୍ୟକ, ତେବେ ଆଡମିସନ୍ ଗ୍ରାଣ୍ଟ ଇନଷ୍ଟିଚ୍ୟୁଟ୍ କିମ୍ବା ନିଯୁକ୍ତିଦାତା ନିଜେ ହିସାବ କରିପାରିବେ ।"

>