Loading...

ନ୍ୟୁଜ୍

ଡିସେମ୍ବର ୨୪ରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଡିସେମ୍ବର ୨୪ରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆସନ୍ତା ଡିସେମ୍ବର ୨୪ରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବରିଷ୍ଠ ବିଜେପି ନେତା ମୋହନ ମାଝୀ ସୂଚନା ଦେଇଛନ୍ତି ।

ଆନନ୍ଦବଜାର ଦୋକାନ ଉପରେ ପଲିଥିନ ବଦଳରେ ସିନ୍ଥେଟିକ୍ ଫେବ୍ରିକ୍ସର ବ୍ୟବହାର

ଆନନ୍ଦବଜାର ଦୋକାନ ଉପରେ ପଲିଥିନ ବଦଳରେ ସିନ୍ଥେଟିକ୍ ଫେବ୍ରିକ୍ସର ବ୍ୟବହାର

ଜାନୁଆରୀ ୧୭ ତାରିଖରେ ହେବ ଶ୍ରୀମନ୍ଦିର ଲୋକାର୍ପଣ ଉତ୍ସବ। ଏହାପୂର୍ବରୁ ଶ୍ରୀମନ୍ଦିରରେ ଅନେକ ପରିବର୍ତ୍ତନ କରାଯାଉଛି। ଆନନ୍ଦ ବଜାର ହେବ ପଲିଥିନ ମୁକ୍ତ ।ଦୋକାନ ଲାଗି ସିନ୍ଥେଟିକ୍ ଫେବ୍ରିକ୍ସରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପରବର୍ତ୍ତୀ ବୈଠକରେ ଆଲୋଚନା କରି ଅବଢା ଦର ନିର୍ଦ୍ଧାରଣ ହେବ ।

୨୦୨୪ ଆଇପିଏଲ ମହାସମର: ଡିସେମ୍ବର ୧୯ରେ ଦୁବାଇରେ ୩୩୩ ଜଣ ଖେଳାଳିଙ୍କ ନିଲାମୀ

୨୦୨୪ ଆଇପିଏଲ ମହାସମର: ଡିସେମ୍ବର ୧୯ରେ ଦୁବାଇରେ ୩୩୩ ଜଣ ଖେଳାଳିଙ୍କ ନିଲାମୀ

ଡିସେମ୍ବର ୧୯ରେ ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମୀ ଡକାଯିବ  । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଂଚାଇଜିଙ୍କ ନଜର ରଖିଛନ୍ତି । ଏଥିରେ ମୋଟ ୩୩୩ କ୍ରିକେଟରଙ୍କ ନାଁ ନିଲାମୀ ପାଇଁ ଚୂଡାନ୍ତ ହଇଛି।

ଜାନୁଆରି ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା

ଜାନୁଆରି ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା

ଜାନୁଆରି ୨ରୁ ଯୁକ୍ତ୨ ପ୍ରାକ୍ଟିକାଲ୍ ପରୀକ୍ଷା। ଆସନ୍ତା ୨୬ ତାରିଖଠାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର, ଉତ୍ତରଖାତା ଆଦି ପଠାଯିବା ନେଇ ସୂଚନା ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ)।

ଆଜି ସକାଳେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

ଆଜି ସକାଳେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ

୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ। ଆଜି ସକାଳେ ସେ ଝାରପଡ଼ା ଜେଲରୁ ବାହାରିଛନ୍ତି। ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଆସିଥିଲେ।

ଧୀରଜଙ୍କଠାରୁ ୪୫୪.୫ କୋଟି ଟଙ୍କା ଜବତ ପରେ ଭାଇରାଲ ହେଉଛି ଧୀରଜ ସାହୁଙ୍କ ପୁରୁଣା ଟୁଇଟ୍

ଧୀରଜଙ୍କଠାରୁ ୪୫୪.୫ କୋଟି ଟଙ୍କା ଜବତ ପରେ ଭାଇରାଲ ହେଉଛି ଧୀରଜ ସାହୁଙ୍କ ପୁରୁଣା ଟୁଇଟ୍

୧୨ ଅଗଷ୍ଟ ୨୦୨୨ରେ ଧୀରଜ ସାହୁ ଏକ ପୋଷ୍ଟ ଟୁଇଟ କରିଥିଲେ ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦିନେ କଳାଧନ ଉପରେ ବିସ୍ତୃତ ଭାଷଣ ଦେଉଥିବା ଲୋକ ପାଖରୁ ଏତେ ସାରା ଟଙ୍କା ବାହାରିବା ପରେ ତାଙ୍କ ଚରିତ୍ର, ରାଜନୈତିକ କ୍ଯାରିଆର ଓ ସଚୋଟତା ଉପରେ ପ୍ରଶ୍ନବାଚୀ ସୃଟି ହେବା ସ୍ଵାଭାବିକ।

ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦରେ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେ

ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦରେ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେ

ଅଯୋଧ୍ୟା ରାମ ମନ୍ଦିରର ପୂଜାରୀ ପଦରେ ଗାଜିଆବାଦସ୍ଥିତ ଶ୍ରୀ ଦୁଧେଶ୍ବରନାଥ ମଠର ପୂର୍ବତନ ଛାତ୍ର ମୋହିତ ପାଣ୍ଡେ। ୩୦୦୦ ପ୍ରାର୍ଥୀଙ୍କ ମଧ୍ୟରେ ବଛା ଯାଇଥିବା ମୋହିତ ପାଣ୍ଡେଙ୍କୁ ନିଯୁକ୍ତି ପୂର୍ବରୁ ଛଅମାସ ପ୍ରଶିକ୍ଷଣ ଦିଆଯିବ।

>