Loading...

ନ୍ୟୁଜ୍

ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବେ ଯୋଗୀ ସରକାର

ଅବସରପ୍ରାପ୍ତ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେବେ ଯୋଗୀ ସରକାର

ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ପୁଣି କରିବେ ଚାକିରି। ଏହି ସୁଯୋଗ ଆଣିଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର। ରାଜ୍ୟର ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ବିଭିନ୍ନ ବିଦ୍ୟାଳୟରେ ମେଣ୍ଟର ରୂପେ ନିଯୁକ୍ତ କରାଯିବ।

ନୂଆ ସଂସଦ ଭବନରେ ଲାଗିଥିବା ସିଂହକୁ  ନେଇ ଉଠିଥିବା ବିବାଦକୁ ଅଗ୍ରାହ୍ୟ କଲା ସୁପ୍ରିମକୋର୍ଟ

ନୂଆ ସଂସଦ ଭବନରେ ଲାଗିଥିବା ସିଂହକୁ ନେଇ ଉଠିଥିବା ବିବାଦକୁ ଅଗ୍ରାହ୍ୟ କଲା ସୁପ୍ରିମକୋର୍ଟ

ନୂଆ ସଂସଦ ଭବନର ସମ୍ମୁଖପଟ ଶୀର୍ଷରେ ଲାଗିଥିବା ଜାତୀୟ ପ୍ରତୀକ ଅଶୋକ ସ୍ତମ୍ବକୁ ନେଇ ବିବାଦ ଉପୁଜିଥିଲା। ଏହି ସିଂହକୁ ହିଂସ୍ର ମୁଦ୍ରାରେ ତିଆରି କରାଯାଇଥିବା ଅଭିଯୋଗ ଉଠିବା ସହ ମାମଲା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

ନାଟୋ ସଦସ୍ୟତା ପାଇଁ ଆନୁଷ୍ଠାନିକ ଭାବେ ଆବେଦନ କଲେ ଜେଲେନସ୍କି

ନାଟୋ ସଦସ୍ୟତା ପାଇଁ ଆନୁଷ୍ଠାନିକ ଭାବେ ଆବେଦନ କଲେ ଜେଲେନସ୍କି

ରୁଷ ଦ୍ୱାରା ଅନେକ ଅଞ୍ଚଳକୁ କବଜା କରିବା ପରେ ୟୁକ୍ରେନ ଆନୁଷ୍ଠାନିକ ଭାବେ ନାଟୋର ସଦସ୍ୟତା ପାଇଁ ଆବେଦନ କରିଛି । ଶୁକ୍ରବାର ୟୁକ୍ରେନ ମିଡିଆ ଏହି ସୂଚନା ଦେଇଛି ।

୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ଦେବେ ଓଡ଼ିଶା ସିଭିଲ ସର୍ଭିସ ଆଶୟୀ ଛାତ୍ରଛାତ୍ରୀ

୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ଦେବେ ଓଡ଼ିଶା ସିଭିଲ ସର୍ଭିସ ଆଶୟୀ ଛାତ୍ରଛାତ୍ରୀ

ଆଜି ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସଂଶୋଧନକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ । ଏଣିକି ୨୨୫୦ ମାର୍କର ପରୀକ୍ଷା ବଦଳରେ ୨୦୦୦ ମାର୍କର ପରୀକ୍ଷା ଦେବେ ପରୀକ୍ଷାର୍ଥୀ।

ଆଜି ଓଡିଶାରୁ ଶୁଭାରମ୍ଭ ହେବ 5G ସେବା

ଆଜି ଓଡିଶାରୁ ଶୁଭାରମ୍ଭ ହେବ 5G ସେବା

ଓଡ଼ିଶାରୁ ଯୋଡ଼ି ହେବ SLS ମେମୋରିଆଲ୍‌ ରେସିଡେନ୍ସିଆଲ୍‌ ସ୍କୁଲ । ମୟୂରଭଞ୍ଜ ପାହାଡ଼ପୁରରେ ଅବସ୍ଥିତ ଏହି ସ୍କୁଲ । ଏହି ସ୍କୁଲ ପାଇଁ ଜମି ଦାନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ଆଜିଠୁ ବଦଳିଛି ଟ୍ରେନ ଚଳାଚଳର ସମୟ, ଜାଣନ୍ତୁ କେଉଁ ଟ୍ରେନର ସମୟ କେତେବେଳେ

ଆଜିଠୁ ବଦଳିଛି ଟ୍ରେନ ଚଳାଚଳର ସମୟ, ଜାଣନ୍ତୁ କେଉଁ ଟ୍ରେନର ସମୟ କେତେବେଳେ

ନୂତନ ରେଳବାଇ ସମୟ ସାରଣୀ ଆସନ୍ତାକାଲି ତଥା ଅକ୍ଟୋବର ୧ ତାରିଖରୁ କାର୍ଯ୍ୟକାରୀ ହେବ । ଟ୍ରେନର ସମୟ ପରିବର୍ତ୍ତନ, ଟ୍ରେନର ସମ୍ପ୍ରସାରଣ, ଅତିରିକ୍ତ ଷ୍ଟପେଜ୍ ପ୍ରଦାନ, ଟ୍ରେନ ପୁନଃ ପ୍ରଚଳନ ଏବଂ ନୂତନ ଟ୍ରେନ ଚଳାଚଳ ଏହି ସମୟ ସାରଣୀରେ ଅନ୍ତର୍ଭୁକ୍ତ କରାଯାଇଛି ।

OAS ଭଳି ଓଡିଆରେ ହେବ OCS ପରୀକ୍ଷା

OAS ଭଳି ଓଡିଆରେ ହେବ OCS ପରୀକ୍ଷା

OCS ପରୀକ୍ଷା ନେଇ ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି OCSରେ ଗୋଟିଏ ଅପ୍ସନାଲ୍। ଓଡ଼ିଶା ସିଭିଲ ସର୍ଭିସେସ୍ ଏକଜାମ୍ ସଂଶୋଧନ ପ୍ରସ୍ତାବକୁ ମଂଜୁରୀ ମିଳିଛି।

ଆଜି ଉତ୍ତର ଉପକୂଳ ଓଡ଼ିଶା କାଲିଠୁ ଭିଜିବ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା

ଆଜି ଉତ୍ତର ଉପକୂଳ ଓଡ଼ିଶା କାଲିଠୁ ଭିଜିବ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା

ଜିଠୁ ୪ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା ବେଳେ କାଲି ମହାସପ୍ତମୀରେ ଭିଜିବ ସମ୍ପୂର୍ଣ୍ଣ ଉପକୂଳ ଓଡ଼ିଶା।

>