Loading...

ହତ୍ୟା ଓ ଦୁଷ୍କର୍ମ ଅଭିଯୁକ୍ତ ଗୁରମୀତ ରାମ ରହୀମ ସତସଂଗରେ ଯୋଗ ଦେଲେ ୩୦୦ ଛାତ୍ରଛାତ୍ରୀ

ହତ୍ୟା ଓ ଦୁଷ୍କର୍ମ ଅଭିଯୁକ୍ତ ଗୁରମୀତ ରାମ ରହୀମ ସତସଂଗରେ ଯୋଗ ଦେଲେ ୩୦୦ ଛାତ୍ରଛାତ୍ରୀ

ନଭେମ୍ବର ୧୭ ତାରିଖରେ ଉତ୍ତରପ୍ରଦେଶ ଶାହାଜାନପୁର ଜିଲ୍ଲାର ବିଷ୍ଣୁ ବାଟିକା ବଙ୍ଗଳାରେ ଏହି ସତସଂଗରେ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗ ଦେଇଥିବା ବେଳେ ସ୍କୁଲ୍‌ ୟୁନିଫର୍ମ ପିନ୍ଧିଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ମିଳିଲା Z+ ସିକ୍ୟୁରିଟି

ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମଙ୍କୁ ମିଳିଲା Z+ ସିକ୍ୟୁରିଟି

ପାରୋଲରେ ଜେଲରୁ ମୁକୁଳିବା ପରେ ଡେରା ସଚ୍ଚା ସଉଦା ମୁଖ୍ୟ ଗୁରୁମିତ ରାମରହିମ ସିଂଙ୍କୁ ‘ଜେଡ୍+’ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ସଂକ୍ରାନ୍ତରେ ସୂଚନା ମିଳିବା ପରେ ଏହି ସୁରକ୍ଷା ଦିଆଯାଇଛି ।