୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
ଟେସ୍ଲା ସିଇଓ ଏଲନ ମସ୍କ ଆଜି ରାତିରେ ଟ୍ୱିଟରର ନୂଆ ମାଲିକ ହୋଇପାରନ୍ତି । ଦ ଓ୍ୱାଲ ଷ୍ଟ୍ରିଟ୍ ଜର୍ନାଲ ଅନୁସାରେ, ଏଲନ ମସ୍କ ଏହି ସୋସିଅଲ ମିଡିଆ ସାଇଟକୁ କିଣିବା ପାଇଁ ଡିଲ୍ ଉପସ୍ଥାପନ କରିଥିଲେ, ଯାହାକୁ ନେଇ ପୁଣିଥରେ ବିଚାର ବିମର୍ଷ କରୁଛି ଟ୍ୱିଟର ।
ଟେସ୍ଲା ସିଇଓ ଏଲନ ମସ୍କ ଆଜି ରାତିରେ ଟ୍ୱିଟରର ନୂଆ ମାଲିକ ହୋଇପାରନ୍ତି । ଦ ଓ୍ୱାଲ ଷ୍ଟ୍ରିଟ୍ ଜର୍ନାଲ ଅନୁସାରେ, ଏଲନ ମସ୍କ ଏହି ସୋସିଅଲ ମିଡିଆ ସାଇଟକୁ କିଣିବା ପାଇଁ ଡିଲ୍ ଉପସ୍ଥାପନ କରିଥିଲେ, ଯାହାକୁ ନେଇ ପୁଣିଥରେ ବିଚାର ବିମର୍ଷ କରୁଛି ଟ୍ୱିଟର । ଏହି ଖବର ମଧ୍ୟରେ ଟ୍ୱିଟରର ଶେୟାର ପ୍ରୋମାର୍କେଟ ଟ୍ରେଣ୍ଡିଂରେ ୫.୩ ପ୍ରତିଶତ ବୃଦ୍ଧି ହୋଇଛି । ଗଣମାଧ୍ୟମ ଖବର ଅନୁସାରେ, ଟ୍ୱିଟର ତା’ର ମାଲିକାନା ଅଧିକାର ଏଲନ ମସ୍କଙ୍କୁ ଦେବାପାଇଁ ପ୍ରସ୍ତୁତ । ରିପୋର୍ଟ ଅନୁସାରେ, ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ରାଞ୍ଜାକ୍ସନ ସର୍ତ୍ତ ଉପରେ କାମ କରୁଛି ଏବଂ ଯଦି ଆଲୋଚନା ଠିକ୍ ରହେ ତେବେ ସୋମବାର ଏକ ଡିଲ୍ ହୋଇପାରେ । ନିକଟରେ ଟ୍ୱିଟରକୁ କିଣିବା ପାଇଁ ଏଲନ ମସ୍କ ୪୩ ବିଲିୟନ ଡଲାର ବା ପ୍ରାୟ ୩୨୭୩.୪୪ ଅରବ ଟଙ୍କାର ଅଫର ଦେଇଥିଲା । ଏହାକୁ ନେଇ ଖୁବ୍ ବିବାଦ ମଧ୍ୟ ହୋଇଥିଲା । କିନ୍ତୁ ନୂଆ ରିପୋର୍ଟ କରୁଛି ଟ୍ୱିଟର ଏବେ ମସ୍କଙ୍କ ସହ ଡିଲ୍ କରିବାକୁ ପ୍ରସ୍ତୁତ ।
ଗତ କିଛି ଦିନ ପୂର୍ବରୁ ଟ୍ୱିଟର ବୋର୍ଡ଼ ମସ୍କଙ୍କ ପକ୍ଷରୁ କମ୍ପାନୀର ଟେକଓଭରକୁ ଅଟକାଇବା ପାଇଁ Poison pill strategy ଆପଣାଇଥିଲା । ଏବେ ମସ୍କଙ୍କ ନିକଟରେ ୯.୨ ପ୍ରତିଶତ ଶେୟାର ଅଛି । ଏହା ମଧ୍ୟ କୁହାଯାଉଛିଯେ, ମସ୍କ ଶୁକ୍ରବାର କମ୍ପାନୀର କେତେକ ଶେୟାରହୋଲ୍ଡରଙ୍କ ସହିତ ବୈଠକ କରିବା ପରେ ଟ୍ୱିଟରର ସ୍ୱଭାବ ବଦଳି ଯାଇଥିଲା । ମସ୍କ ସର୍ବଦା କହି ଆସିଛନ୍ତିଯେ, ସେ ମୁକ୍ତ ବକ୍ତବ୍ୟକୁ ସମର୍ଥନ କରନ୍ତି । ଟ୍ୱିଟରକୁ କିଣିବା ପଛର କାରଣ ମଧ୍ୟ ଏହା ବୋଲି ସେ ଦର୍ଶାଇଥିଲେ ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।