Featured

କମଳା ଶୀତଦିନ ପାଇଁ ସ୍ବାସ୍ଥ୍ୟପ୍ରଦ

By ENO Beuro

January 05, 2018

ଶୀତଋତୁରେ କମଳା  ହିଁ ପ୍ରଚୁର ପରିମାଣରେ ମିଳିଥାଏ। ଅନେକ ଲୋକମାନଙ୍କ ର ଧାରଣ ରହିଥାଏ ଯେ ଶିତ ଦିନେ କମଳା ଖାଇବା ଦ୍ଵାରା  ଥଣ୍ଡାସର୍ଦ୍ଦି ହୋଏଇଥାଏ

କିନ୍ତୁ ଏହା ଭୁଲ ଅଟେ .  ୮୦ ପ୍ରତିଶତ କ୍ୟାଲୋରୀ, ପୋଟାସିୟମ୍‌, କାର୍ବୋହାଇଡ୍ରେଟସ୍‌ ଓ ପ୍ରୋଟିନ୍‌,କମଳା ରେ ରହିଥାଏଏହାକୁ ନିୟମିତ ବ୍ୟବ।ହାର କଲେ ତ୍ୱଚାରେ ଚମକ ଆସିବା ସହ ଶରୀରରେ ଦେଖାଯାଉଥିବା ଦାଗ ଦୂର ହୋଇଥାଏ।-ନିୟମିତ କମଳା ଖାଇବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ ଲାଭଦାୟକ ବୋଲି କୁହାଯାଏ। ଏହାକୁ ନିୟମିତ ଖାଇଲେ ଭଲ ନିଦ ହେବା ସହ, ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ ଓ ସବୁ କାମ କରିବାକୁ ଆଗ୍ରହ ପ୍ରକାଶ ପାଇଥାଏ।ଶୀତଦିନେ ସାଧାରଣତଃ ଥଣ୍ଡା ସର୍ଦ୍ଦି, ଛୋଟ ଠାରୁ ବଡ ସମସ୍ତଙ୍କୁ ଅସୁବିଧାରେ ପକାଇଥାଏ। ହେଲେ ଯେଉଁମାନେ ନିୟମିତ କମଳା ଖାଉଛନ୍ତି ଶୀତଦିନେ ସେମାନେ ଥଣ୍ଡା ସର୍ଦ୍ଦିଠାରୁ ଦୂରେଇ ରୁହନ୍ତି।

କମଳା ଖାଇବା ଦ୍ଵାରା ଭଲ ନିଦ ହୋଇଥାଏ  ଓ ତା ସହ ମଧ୍ୟ  ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ଏଥିରେ ଥିବା ଭିଟାମିନ୍‌-ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ

ବଢାଇଥଏ। ଏହାକୁ ନିୟମିତ ଖଇଲେ କ୍ୟାନସର ନ ହେବାରସମ୍ଭାବନା  କମ ଥାଏ । ଶୀତଋତୁରେ ନିୟମିତ କମଳା ଖାଆନ୍ତୁ ଓ ନିରୋଗ ରୁହନ୍ତୁ।