EnewsOdia.Com

୯୨ ତମ ଓସ୍କାର ଆୱାର୍ଡ, ପାରାସାଇଟ ଶ୍ରେଷ୍ଠ ଫିଲ୍ମ

୯୨ ତମ ଓସ୍କାର ଆୱାର୍ଡ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପାରାସାଇଟକୁ ଶ୍ରେଷ୍ଠ ଫିଲ୍ମଭାବେ ପୁରସ୍କୃତ କରାଯାଇଛି । ସେହିଭଳି ଏହି ସିନେମାର ନିର୍ଦ୍ଦେଶକ ବଙ୍ଗ୍ ଜୁନ ହୋଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି । ତେବେ ଆସନ୍ତୁ ଜାଣିବା କେଉଁଥି ପାଇଁ କାହାଙ୍କୁ ସମ୍ମାନୀତ କରାଯାଇଛି । ଶ୍ରେଷ୍ଠ ସିନେମା ଭାବେ ପାରାସାଇଟ , ସେହିଭଳି ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପାରାସାଇଟର ନିର୍ଦ୍ଦେଶକ ବଙ୍ଗ ଜୁନ ହୋ ଙ୍କୁ ସମ୍ମାନୀତ କରାଯାଇଛି ।

ଶ୍ରେଷ୍ଠ ଅଭିନେତା ଜୋକରର ଜୋଆ କ୍ୱିନ ଫୋଏନିକ୍ସ, ଶ୍ରେଷ୍ଠ ଅଭିନେତ୍ରୀ ଜୁଡିର ରିନିଜେଲ ୱେମର, ସେହିଭଳି ସହ ଅଭିନେତା ଭାବେ ୱାନସ ଅପନ ଟାଇମ ଇନ ହଲିଉଡର ବ୍ରାଡ ପିଟଙ୍କୁ ପୁରସ୍କୃତ କରାଯାଇଛି । ସହ ଅଭିନେତ୍ରୀ ଭାବେ ମ୍ୟାରେଜ ଷ୍ଟୋରୀ ଲରା ଡେର୍ଣ୍ଣ । ଅନ୍ୟପଟେ ‘ପାରାସାଇଟ୍’କୁ ବେଷ୍ଟ ଅରିଜିନାଲ୍ ସ୍କ୍ରିନ୍ ପ୍ଲେ ଓ ବେଷ୍ଟ ଇଣ୍ଟରନ୍ୟାସ୍ନାଲ୍ ବର୍ଗରେ ମଧ୍ୟ ଏହି ପୁରସ୍କାର ଦିଆଯାଇଛି।

 

ପଢନ୍ତୁ: ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌କୁ ପଛୁଆ ଚଲାଇଲେ ଲୋକୋ ପାଇଲଟ୍‌

ସମ୍ବନ୍ଧିତ ଖବର

ବାଗଦାଦ ବିମାନବନ୍ଦରରେ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର ଷ୍ଟ୍ରାଇକ୍

Ratnamani Maharana

୧୮ ହଜାର ଟଙ୍କାର ଋଣ ନେଇ ଜନ୍ମ ହେଉଛନ୍ତି ଶିଶୁ

Ratnamani Maharana

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ ପରୀକ୍ଷା, ନଭେମ୍ବର ୧ତାରିଖରୁ ଫର୍ମ ପୂରଣ

Ratnamani Maharana

୭୦ ବର୍ଷ ହେବ ନଖାଇ ନପିଇ ବଞ୍ଚିଛନ୍ତି ଏହି ବ୍ୟକ୍ତି

Ratnamani Maharana

ଟିକଟକରେ ଶ୍ରୀମନ୍ଦିର ଭିତରର ଫଟୋ ଓ ଭିଡ଼ିଓ

Ratnamani Maharana

କାହାକୁ ଭେଣ୍ଡି ତ କାହାକୁ ଫୁଲକୋବି ମିଳିଲା ନିର୍ବାଚନୀ ଚିହ୍ନ

Ratnamani Maharana