Events And Parties

ପ୍ରାମାଣିକ ଚଳଚ୍ଚିତ୍ର ‘ପିରିୟଡ଼-ଏଣ୍ଡ ଅଫ୍ ସେଣ୍ଟେନ୍ସ’କୁ ଓସ୍କାର ପୁରସ୍କାର.

win

ଫିଲ୍ମ ଦୁନିଆର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଉଥିବା ଓସ୍କାର ପୁରସ୍କାର ମିଳିଛି ‘ପିରିୟଡ଼-ଏଣ୍ଡ ଅଫ୍ ସେଣ୍ଟେନ୍ସ’କୁ। ୯୧ତମ ଏକାଡେମୀ ପୁରସ୍କାର ସମାରୋହରେ ରାମି ମାଲେକ୍‌ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ଦି ଫେଭରେଟ ପାଇଁ ଓଲିଭିଆ କୋଲମ୍ୟାନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି।

ଶ୍ରେଷ୍ଠ ଫିଲ୍ମ ଭାବେ ‘ଗ୍ରୀନ୍ ବୁକ୍‌’ ଓସ୍କାର ବିଜୟୀ ହୋଇଥିଲାବେଳେ ଶ୍ରେଷ୍ଠ ନିର୍ଦ୍ଦେଶକ,ନିର୍ଦ୍ଦେଶନା ଓ ବିଦେଶୀ ଫିଲ୍ମ ବିଭାଗରେ ମଧ୍ୟ ଓସ୍କାର ହାତେଇନେଇଛନ୍ତି ଆଲଫୋନ୍ସ କୋରନ୍। ‘ସ୍ପାଇଡର ମ୍ୟାନ୍- ଇନ ଟୁ ଦ ସ୍ପାଇଡର ଭର୍ସ’ ଆନିମେସନ ପାଇଁ ହୋଇଛି ପୁରସ୍କୃତ।
ପଢନ୍ତୁ; ପରିସ୍ରାର ରଙ୍ଗରୁ ରୋଗରୁ ଜଣାପଡିବ ରୋଗ ସମ୍ପର୍କରେ

Related posts

୩୦ ରେ ଓଡିଆ ଫିଲ୍ମ ଫେୟାର ଆୱାର୍ଡ: ଜୀବନବ୍ୟାପୀ ସାଧନ ପୁରସ୍କାର ପାଇବେ ଉତ୍ତମ ମହାନ୍ତି

Ratnamani Moharana

Best Male Actor Role Nomination For Ruchi Presents 7th Odia Filmfare Awards

ENO Beuro

Best Music Director Nomination For Ruchi Presents 7th Odia Filmfare Awards

ENO Beuro

Leave a Comment