News

ଓଟିଇଟି ପ୍ରଶ୍ନପତ୍ର ଲିକ୍!

exam

ଆଜି ହେବାକୁ ଥିବା ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓ ଟି ଇ ଟି) ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏପରିକି ଏହି ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ଅଭିଯୋଗ ଆସିବା ପରେ ଆଶାୟୀ ପ୍ରାର୍ଥୀମାନଙ୍କ ମଧ୍ୟରେ ନିରଶ୍ୟ ଦେଖାଦେଇଛି।

exam

ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଏହା ପୂର୍ବରୁ ପ୍ରଶ୍ମପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ପ୍ରଶ୍ନପତ୍ର । ଜିଲ୍ଲାର ଜି . ଉଦୟଗିରିରେ ପ୍ରଥମେ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଭଦ୍ରକରେ ମଧ୍ୟ ସୋସିଆଲ ମିଡିଆରେ ସେଟ – ବି ର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ,ରାଜ୍ୟର ୨୫୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିପାଇଁ ୧,୧୨,୭୧୬ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଛନ୍ତି । ପେପର-୧ ପାଇଁ ୭୦,୬୦୧ ଜଣ ଓ ପେପର-୨ରେ ୪୨,୧୧୬ଜଣ ପରୀକ୍ଷାର୍ଥୀ ରହିଛନ୍ତି । ଆଜି ସକାଳ ୧୦ରୁ ପରୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ସିଟିଂ ପରୀକ୍ଷା ୧୦ରୁ ୧୨.୩୦ ଯାଏ ଚାଲିବ । ସେହିପରି ଦ୍ୱିତୀୟ ସିଟିଂ ପରୀକ୍ଷା ୨ଟାରୁ ୪.୩୦ ପର୍ଯ୍ୟନ୍ତ ଚାଲିବ ।

ପଢନ୍ତୁ;  ନାବାଳକକୁ ଅପହରଣ ପରେ ହତ୍ୟା,ଅଭିଯୁକ୍ତ ଅଟକ

Related posts

ଆଜିଠାରୁ ଆରମ୍ଭ ହେଲା ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା

ENO Beuro

ମାର୍ଚ୍ଚ ୫ରୁ ଆରମ୍ଭ ସିବିଏସଇ ପରୀକ୍ଷା : ସିବିଏସଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ENO Beuro

କରଜ ସୁଝିବା ପାଇଁ ବିଭିନ୍ନ କମ୍ପାନୀର ନିଜ ଅଂଶ ବିକ୍ରି କରିବେ ମୁକେଶ ଅମ୍ବାନୀ

Ratnamani Moharana

Leave a Comment