News

ଏଣିକି ଅନଲାଇନରେ ହେବ ଓଟିଇଟି ପରୀକ୍ଷା

online

ଶିକ୍ଷକଙ୍କ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ନିର୍ଦ୍ଧାରଣ ପାଇଁ ଉଦ୍ଧିଷ୍ଟ ଓଡିଆ ଟିଚର୍ସ ଏଲିଜିବିଲିଟି ଟେଷ୍ଟ(ଓଟିଇଟି ) ପରୀକ୍ଷା ଏଣିକି ଅନଲାଇନରେ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପ୍ରସ୍ତୁତ ଆରମ୍ଭ ହୋଇଛି।

ପୂର୍ବରୁ ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ କଟକ ମଙ୍ଗଳାବାଗ ଥାନାରେ ଓଟିଇଟି ପକ୍ଷରୁ ମାମଲା ରୁଜୁ ହୋଇଥିଲା। ଏହା ସହ କମିଶନରେଟ୍ ପୋଲିସ ମଧ୍ୟ ତଦନ୍ତ କରିବ ବୋଲି ସୂଚନା ଦେଇଥିଲା।

ଗତ ୧୯ତାରିଖରେ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ବହୁତ ମାତ୍ରା ରେ  ଭାଇରାଲ୍ ହୋଇଥିଲା । ଏହା ପରେ ପରୀକ୍ଷାକୁ ବାତିଲ୍ କରିଥିଲେ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ । ଯାହାକୁ ନେଇ ଏକ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀଙ୍କୁ ନିରାଶ ହେବାକୁ ପଡ଼ିଥିଲା।

ପଢନ୍ତୁ;   ଆଗାମୀ ଓଡିଆ ସିନେମା ‘ପ୍ରେମରେ ରଖିଚି ୧୦୦ ରୁ ୧୦୦’ର ଅଡିଓ ରିଲିଜ

Related posts

ବନ୍ଦର ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନୂତନ ଦରମା ଚୁକ୍ତିନାମା

ENO Beuro

ଓଡିଶାରେ ହେବ ପେଟ୍ରୋଲିୟମ କ୍ରାକର କମ୍ପାନୀ

ENO Beuro

ଏବେଠୁ ପ୍ରତିବର୍ଷ ଗୃହପାଳିତ ପଶୁ ମାନଙ୍କ ପାଇଁ ଖଜଣା ଦେବାକୁ ପଡ଼ିବ

ENO Beuro

Leave a Comment